
ଜାତୀୟ ଖବର :-
1. କେଉଁଠି କାଶୀ ତାମିଲ ସଙ୍ଗମର ତୃତୀୟ ଏଡିସନ ଆୟୋଜିତ କରାଯାଇଛି ?
କ. ମଦୁରାଇ
ଖ. ବାରଣାସୀ
ଗ. ଚେନାଇ
ଘ. କୋଏମ୍ବଟୁର
ଉତ୍ତର :- ବାରଣାସୀ
2. 2025ରେ କେଉଁ କମ୍ପାନୀକୁ ଜଳ ପ୍ରତିରୋଧକ କାଟାଗୋରୀ ରେ ଦ୍ରୁତ ଗତିଶୀଳ ସଂମ୍ମାନ ରେ ସଂମ୍ମାନିତ କରାଯାଇଛି ?
କ. NHPC Ltd
ଖ. NTPC Ltd
ଗ. ଟାଟା ପାୱାର
ଘ. ଆଦାନି ପାୱାର
ଉତ୍ତର :- NTPC Ltd
3.”ଦି ନିୟୁ ଆଇକନ :ସାବରକାର ଆଣ୍ଡ ଦି ଫାକଟସ “- ଏହି ବହିଟିକୁ କିଏ ଲେଖିଛନ୍ତି ?
କ. ଅରୁଣ ସୌରୀ
ଖ. ନନ୍ଦନ ନୀଲେକାନୀ
ଗ. ରାମଚନ୍ଦ୍ର ଗୁପ୍ତା
ଘ. ଶଶୀ ଥରୁର
ଉତ୍ତର :- ଅରୁଣ ସୌରୀ
4. “ନଦୀ ବନ୍ଧନ” ସ୍କିମ କେଉଁ ରାଜ୍ୟରେ ଲଂଚ କରାଯାଇଛି ?
କ. ଆସାମ
ଖ. ପଶ୍ଚିମ ବଙ୍ଗ
ଗ. ଉତ୍ତର ପ୍ରଦେଶ
ଘ. ଗୁଜୁରାଟ
ଉତ୍ତର :- ପଶ୍ଚିମ ବଙ୍ଗ
5. ବିଜେପି ସରକାରଙ୍କ ଦ୍ୱାରା ଦିଲ୍ଲୀର ମହଲା କ୍ଲିନିକ ର ନୂଆ ନାମ କଣ ରଖାଯାଇଛି ?
କ. ପ୍ରଧାନ ମନ୍ତ୍ରୀ ସ୍ୱାସ୍ଥ୍ୟ କେନ୍ଦ୍ର
ଖ. ଆରୋଗ୍ୟ ସେବା କେନ୍ଦ୍ର
ଗ. ଆୟୁଷମାନ ଆରୋଗ୍ୟ ମନ୍ଦିର
ଘ. ଭାରତ ସ୍ୱାସ୍ଥ୍ୟ କେନ୍ଦ୍ର
ଉତ୍ତର :- ଆୟୁଷମାନ ଆରୋଗ୍ୟ ମନ୍ଦିର
6. କିଏ ୟୁକେ -ଇଣ୍ଡିଆ ବ୍ୟବସାୟିକ ସଂପର୍କରେ ଅବଦାନ ପାଇଁ ବ୍ରିଟିଶ ସାମ୍ରାଜ୍ୟର ସବୁଠାରୁ ଉତ୍ତମ ସଂମ୍ମାନରେ ସମ୍ମାନିତ ହୋଇଛନ୍ତି |
କ. ରତନ ଟାଟା
ଖ. ନଟରାଜନ ଚନ୍ଦ୍ରଶେଖରନ
ଗ. ଗୌତମ ଆଦାନି
ଘ. ମୁକେଶ ଅମ୍ବାନୀ
ଉତ୍ତର :- ନଟରାଜନ ଚନ୍ଦ୍ରଶେଖରନ
7. 24 ତମ ଦିବ୍ୟ କଳା ମେଳା କେଉଁଠି ଅନୁଷ୍ଠିତ ହୋଇଛି ?
କ. ଜାମ୍ମୁ
ଖ. ଲାଦଖ
ଗ. ସିକିମ
ଘ. ଉତ୍ତର ପ୍ରଦେଶ
ଉତ୍ତର :- ଜାମ୍ମୁ
8. ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକଙ୍କର ମୃତ୍ୟୁ କେତେ ବର୍ଷ ବୟସରେ ହୋଇଛି ?
କ. 80
ଖ. 75
ଗ. 85
ଘ. 83
ଉତ୍ତର :- 85
9. 2025 ରେ 6 ରୁ 7 ଜୁଲାଇ ମଧ୍ୟରେ କେଉଁ ଦେଶ ବ୍ରିକ୍ସ ନେତାଙ୍କ ସମ୍ମିଳନୀ ଆୟୋଜନ କରିବ ?
କ. ଭାରତ
ଖ. ଋଷିଆ
ଗ. ବ୍ରାଜିଲ
ଘ. ଚୀନ
ଉତ୍ତର :- ବ୍ରାଜିଲ
ଆନ୍ତର୍ଜାତିକ ଖବର :-
10. ନାଭି ଟେକ୍ନୋଲୋଜୀର ସିଇଓ ଭାବରେ କିଏ ନିଯୁକ୍ତି ହୋଇଛନ୍ତି ?
କ. ରାଜୀବ ନରେଶ
ଖ. ବିଜୟ ଶେଖର ଶର୍ମା
ଗ. ଅଭିଷେକ ଦ୍ବିବେଦୀ
ଘ. ସଚିନ ବସନ୍ତ
ଉତ୍ତର :- ରାଜୀବ ନରେଶ
11. କିଏ ଆରବିଆଇ ଦ୍ୱାରା ଇଣ୍ଡିଆ କୋଅପରେଟିଭ୍ ବ୍ୟାଙ୍କର ନୂତନ “ଆଡମିନିଷ୍ଟ୍ରେଟର” ଭାବରେ ନିଯୁକ୍ତ ହୋଇଛନ୍ତି?
କ. ରଘୁରାମ ରାଜନ
ଖ. ଶ୍ରୀକାନ୍ତ
ଗ. ଅଭିଜୀତ ଦେଶମୁଖ
ଘ. ରବୀନ୍ଦ୍ର ସାପ୍ରା
ଉତ୍ତର :- ଶ୍ରୀକାନ୍ତ