ଜରୁରୀ ଦିବସ :-
1. ଆନ୍ତର୍ଜାତିକ ମାତୃଭାଷା ଦିବସ କେବେ ପାଳନ କରାଯାଏ ?
କ. ଫେବୃଆରୀ 19
ଖ. ଫେବୃଆରୀ 20
ଗ. ଫେବୃଆରୀ 21
ଘ. ଫେବୃଆରୀ 22
ଉତ୍ତର :- ଫେବୃଆରୀ 21
ଜାତୀୟ ଖବର :-
2. ମହାକୁମ୍ଭ ମେଳାରେ ପ୍ରୟାଗରାଜ ରେ ଗଙ୍ଗା ନଦୀରେ କେଉଁ ସ୍ୱାସ୍ଥ୍ୟ ହାନୀକାରିକ ମାଧ୍ୟମ ଦେଖାଦେଇଛି ?
କ. ଫେଇକାଲ ବ୍ୟାକ୍ଟେରିଆ
ଖ. ଇ. କୋଲି
ଗ. ସାଲମୋନେଲା
ଘ. କୋଲିଫର୍ମ ବ୍ୟାକ୍ଟେରିଆ
ଉତ୍ତର :- ଫେଇକାଲ ବ୍ୟାକ୍ଟେରିଆ
3. କେଉଁ ରାଜ୍ୟରେ ସଏଲ ହେଲଥ କାର୍ଡ ଯୋଜନା ଲାଗୁ କରାଯାଇଛି ?
କ. ମହାରାଷ୍ଟ୍ର
ଖ. ଗୁଜୁରାଟ
ଗ. ମଧ୍ୟ ପ୍ରଦେଶ
ଘ. ଉତ୍ତର ପ୍ରଦେଶ
ଉତ୍ତର :- ଗୁଜୁରାଟ
4. କେଉଁ କମ୍ପାନୀ AI କଷ୍ଟମର ସପୋର୍ଟ ସିଷ୍ଟମ ‘ନଗେଟ’ କୁ ଲଞ୍ଚ କରିଛି ?
କ. ଜମାଟୋ
ଖ. ସ୍ୱିଗୀ
ଗ. ବଲିଁକିତ
ଘ. ୟୁବର
ଉତ୍ତର :- ଜମାଟୋ
5. ଫିୟୁଚର ବ୍ରାଣ୍ଡ ଇଣ୍ଡେକ୍ସ 2024 ରେ କେଉଁ କମ୍ପାନୀ ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ?
କ. ସାମସଙ୍ଗ
ଖ. ରିଲିଆନ୍ସ
ଗ. ନେଟଫ୍ଲିକ୍ସ
ଘ. ମାଇକ୍ରୋସଫ୍ଟ
ଉତ୍ତର :- ରିଲିଆନ୍ସ
6. କେଉଁ ରାଜ୍ୟରେ ଭାରତର ପ୍ରଥମ ବିଶ୍ୱ କପବିଲିଟି ସେଣ୍ଟର 2025 ଉଦ୍ଘାଟିତ କରାଯାଇଛି ?
କ. ଉତ୍ତର ପ୍ରଦେଶ
ଖ. ମହାରାଷ୍ଟ୍ର
ଗ. ତାମିଲନାଡୁ
ଘ. ମଧ୍ୟ ପ୍ରଦେଶ
ଉତ୍ତର :- ମଧ୍ୟ ପ୍ରଦେଶ
ଆନ୍ତର୍ଜାତିକ ଖବର :-
7. ଗାମ୍ବିନୀଜ ରୁ 29 ଜାନୁଆରୀ 2025 ସୁଦ୍ଧା କେଉଁ ଦେଶ ସମ୍ପୂର୍ଣ ଭାବେ ମୁକ୍ତ ହୋଇପାରିଛି ?
କ. ଲିବେରିଆ
ଖ. ଗୁଇନିଆ
ଗ. ସେନେଗାଲ
ଘ. ମାଳି
ଉତ୍ତର :- ଗୁଇନିଆ
8. କେଉଁ ଦେଶ ଭାରତ ସହ ଏକ ସ୍ତ୍ରାଟେଜିକ ପାର୍ଟନରସିପ କରିଛି ?
କ. ସାଉଦି ଆରବିଆ
ଖ. କୁବଇତ
ଗ. କତାର
ଘ. UAE
ଉତ୍ତର :- କତାର
9. କେଉଁ ରାଜ୍ୟ ଆସେମ୍ବଲି ବହୁ ଆଞ୍ଚଳିକ ଭାଷା ପାଇଁ ଏକ ଟ୍ରାନ୍ସଲେଟର ଫ୍ୟାସିଲିଟି ସଂସ୍ଥାପନ କରିବାରେ ଇଣ୍ଡିଆରେ ପ୍ରଥମ ହୋଇଛି
କ. ମଧ୍ୟ ପ୍ରଦେଶ
ଖ. ଉତ୍ତର ପ୍ରଦେଶ
ଗ. ଗୁଜୁରାଟ
ଘ. ମହାରାଷ୍ଟ୍ର
ଉତ୍ତର :- ଉତ୍ତର ପ୍ରଦେଶ
10. କେଉଁ ରାଜ୍ୟ ‘ଦୁଲାରୀ କନ୍ୟା ସ୍କିମ’ କୁ ଆରମ୍ଭ କରିଛି ?
କ. ନୂଆ ଦିଲ୍ଲୀ
ଖ. ଚେନାଇ
ଗ. ଅରୁଣାଚଳ ପ୍ରଦେଶ
ଘ. ସିକିମ
ଉତ୍ତର :- ଅରୁଣାଚଳ ପ୍ରଦେଶ
11. ଭାରତର କେଉଁ ସହରରେ ଗୁଗଲ ର ବଡ କ୍ୟାମ୍ପସ ଅନନ୍ତ ରହିଛି ?
କ. ମୁମ୍ବାଇ
ଖ. ନୂଆ ଦିଲ୍ଲୀ
ଗ. ବେଙ୍ଗାଳୁରୁ
ଘ. ହାଇଦ୍ରାବାଦ
ଉତ୍ତର :- ବେଙ୍ଗାଳୁରୁ
12. ଅନ୍ନ ଭାଗ୍ୟ ସ୍କିମ ଜରିଆରେ କେଉଁ ରାଜ୍ୟ ସରକାର ଅତିରିକ୍ତ 5 କିଲୋଗ୍ରାମ ଚାଉଳ ବଣ୍ଟନ କରିଛି ?
କ. କର୍ଣ୍ଣାଟକ
ଖ. ଆନ୍ଧ୍ର ପ୍ରଦେଶ
ଗ. ଉତ୍ତର ପ୍ରଦେଶ
ଘ. ଗୁଜୁରାଟ
ଉତ୍ତର :- କର୍ଣ୍ଣାଟକ