
ଜରୁରୀ ଦିବସ :-
1. ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶ ର ଭିତ୍ତିପ୍ରସ୍ତର ଦିବସ କେବେ ପାଳନ କରାଯାଏ ?
କ. ଫେବୃଆରୀ 20
ଖ. ଫେବୃଆରୀ 21
ଗ. ଫେବୃଆରୀ 22
ଘ. ଫେବୃଆରୀ 23
ଉତ୍ତର :- ଫେବୃଆରୀ 20
2. ବିଶ୍ୱ ସୋସିଆଲ ଜଷ୍ଟିସ ଆନୁଆଲ ଅବସାରଭାନ୍ସ ଦିବସ କେବେ ପାଳନ କରାଯାଏ ?
କ. 20 ଫେବୃଆରୀ
ଖ. 21 ଫେବୃଆରୀ
ଗ. 22 ଫେବୃଆରୀ
ଘ. 23 ଫେବୃଆରୀ
ଉତ୍ତର :- 20 ଫେବୃଆରୀ
ଜାତୀୟ ଖବର :-
3. 2025 ରେ ‘ପୁଷ କୃଷି ବିଜ୍ଞାନ ମେଳା ‘ କେଉଁଠି ଅନୁଷ୍ଠିତ କରାଯାଇଛି ?
କ. ଚେନ୍ନାଇ
ଖ. ହାଇଦ୍ରବା଼ଦ
ଗ. ମୁମ୍ବାଇ
ଘ. ନୂଆ ଦିଲ୍ଲୀ
ଉତ୍ତର :- ନୂଆ ଦିଲ୍ଲୀ
4. ନୂଆ ଦିଲ୍ଲୀ ର ନୂତନ ମୁଖ୍ୟ ମନ୍ତ୍ରୀ ଭାବେ କିଏ ନିର୍ବାଚିତ ହୋଇଛନ୍ତି ?
କ. ରେଖା ଗୁପ୍ତା
ଖ. ମନିଶ ସିସୋଡ଼ିଆ
ଗ. ଅରବିନ୍ଦ କେଜ୍ରିୱାଲ
ଘ. ଶେଲା ଦିକ୍ଷୀତ
ଉତ୍ତର :- ରେଖା ଗୁପ୍ତା
ଓଡିଶା ବଜେଟ :-
5. ଓଡିଶା ବଜେଟ ରେ ଓଡିଶା ସରକାର ଶିକ୍ଷା ପାଇଁ କେତେ କୋଟି ଆକଳନ କରିଛନ୍ତି ?
କ. 41273 କୋଟି
ଖ. 40000 କୋଟି
ଗ. 50000 କୋଟି
ଘ. 45000 କୋଟି
ଉତ୍ତର :- 41273 କୋଟି
6. ସ୍ୱଚ୍ଛ ଓଡିଶା ପାଇଁ ଓଡିଶା ବଜେଟ ରେ କେତେ କୋଟି ଆକଳନ କରାଯାଇଛି ?
କ. 240 କୋଟି
ଖ. 200 କୋଟି
ଗ. 261 କୋଟି
ଘ. 250 କୋଟି
ଉତ୍ତର :- 261 କୋଟି
7. ମହାନଦୀ ଏବଂ ବୁଢ଼ାବଳଙ୍ଗ ୱାଟର ଫଣ୍ଟ ପାଇଁ ଓଡିଶା ବଜେଟରେ କେତେ କୋଟି ଆକଳନ କରାଯାଇଛି ?
କ. 100 କୋଟି
ଖ. 150 କୋଟି
ଗ. 200 କୋଟି
ଘ. 210 କୋଟି
ଉତ୍ତର :- 150 କୋଟି
8. ପବ୍ଲିକ ସ୍ୱାସ୍ଥ୍ୟ ପାଇଁ ସମ୍ପୂର୍ଣ ଓଡିଶା ବଜେଟର କେତେ ପ୍ରତିଶତ ଆକଳନ କରାଯାଇଛି ?
କ. 5 ପ୍ରତିଶତ
ଖ. 8 ପ୍ରତିଶତ
ଗ. 10 ପ୍ରତିଶତ
ଘ. 12 ପ୍ରତିଶତ
ଉତ୍ତର :- 8 ପ୍ରତିଶତ
ଆନ୍ତର୍ଜାତିକ ଖବର :-
9. ଏଲନ ମସ୍କ ଆଣିଥିବା AI ଚାଟଵୋଟ ର ନାମ କଣ ?
କ. ଗ୍ରୋକ -1
ଖ. ଗ୍ରୋକ -2
ଗ. ଗ୍ରୋକ -3
ଘ. ଗ୍ରୋକ -4
ଉତ୍ତର :- ଗ୍ରୋକ –3
10. ଇଣ୍ଡିଆନ ଓସେନ କନ୍ଫରେନ୍ସ ର ଅଷ୍ଟମ ଏଡିସନ କେଉଁଠି ଆୟୋଜିତ ହୋଇଛି?
କ. ତାମିଲନାଡୁ
ଖ. ମସ୍କଟ,ଓମାନ
ଗ. ପେରଥ,ଅଷ୍ଟ୍ରେଲିଆ
ଘ. ଜାକର୍ତ୍ତା, ଇଣ୍ଡୋନେସିଆ ଉତ୍ତର :- ମସ୍କଟ , ଓମାନ