
ଜରୁରୀ ଦିବସ :-
1. ନାସନାଲ ପ୍ରଡକ୍ଟିଭିଟି ଦିବସ ଭାରତରେ କେବେ ପାଳନ କରାଯାଏ ?
କ. ଫେବୃଆରୀ 10
ଖ. ଫେବୃଆରୀ 11
ଗ. ଫେବୃଆରୀ 13
ଘ. ଫେବୃଆରୀ 9
ଉତ୍ତର :- ଫେବୃଆରୀ 12
2. ପ୍ରତିବର୍ଷ କେବେ ଅନ୍ତର୍ଜାତୀୟ ମହିଳା ଏବଂ ବାଳିକା ବିଜ୍ଞାନ ଦିବସ ପାଳନ କରାଯାଏ ?
କ. ଫେବୃଆରୀ 9
ଖ. ଫେବୃଆରୀ 11
ଗ. ଫେବୃଆରୀ 13
ଘ. ଫେବୃଆରୀ 10
ଉତ୍ତର :- ଫେବୃଆରୀ 11
ଜାତୀୟ ଖବର :-
3. କିଏ କେନ୍ଦ୍ରୀୟ କର୍ମଚାରୀ ଯୋଜନା ଅଧୀନରେ ଇସ୍ପାତ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି?
କ. ମୈମୁଁ ଆଲାମ
ଖ. ରାଜୀବ ଶର୍ମା
ଗ. ଅନିଲ କୁମାର
ଘ. ନେହା ବର୍ମା
ଉତ୍ତର :- ମୈମୁଁ ଆଲାମ
4. ଭାରତ ଏବଂ ମିଶର ମଧ୍ୟରେ ମିଲିଟାରୀ ଅଭ୍ୟାସ “ସାଇକ୍ଲୋନ 2025” ଅନୁଷ୍ଠିତ ହୋଇଛି. ତାହା ସାଇକ୍ଲୋନ ଅଭ୍ୟାସର କେତେ ତମ ସଂସ୍କରଣ ଅଟେ ?
କ. ପ୍ରଥମ
ଖ. ଦ୍ୱିତୀୟ
ଗ. ତୃତୀୟ
ଘ. ଚତୁର୍ଥ
ଉତ୍ତର :- ତୃତୀୟ
5. ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ ରୋଟରଡ଼ମ ରେ କେଉଁ ତାମିଲ ଫିଲ୍ମକୁ NETPAC ସଂମ୍ମାନ ପ୍ରାପ୍ତି ହୋଇଛି ?
କ. ଅସୁରଣ
ଖ. ବ୍ୟାଡ ଗାର୍ଲ
ଗ. ଜୟ ଭୀମ
ଘ. ସୁପର ଡିଲକ୍ସ
ଉତ୍ତର :- ବ୍ୟାଡ ଗାର୍ଲ
6.2025 ବିଶ୍ୱ ୟୁନିଅନ ଦିବସର ଥିମ କଣ ରଖାଯାଇଛି ?
କ. ଭବିଷ୍ୟତ ପାଇଁ ୟୁନାନି ଔଷଧ
ଖ. ପାରମ୍ପରିକ ଚିକିତ୍ସା ପଦ୍ଧତି
ଗ. ୟୁନାନି ମାଧ୍ୟମରେ ପ୍ରତିରୋଧକ ଯତ୍ନ
ଘ. ସମଗ୍ର ସ୍ୱାସ୍ଥ୍ୟ ସମାଧାନ ପାଇଁ ୟୁନାନି ଔଷଧରେ ନବସୃଜନ
ଉତ୍ତର :- ସମଗ୍ର ସ୍ୱାସ୍ଥ୍ୟ ସମାଧାନ ପାଇଁ ୟୁନାନି ଔଷଧରେ ନବସୃଜନ
7. 2025 ଫେବୃଆରୀରେ ଭାରତୀୟ ସେନାବାହିନୀ ଏବଂ ବାୟୁସେନା ମଧ୍ୟରେହୋଇଥିବା ମିଳିତ ତାଲିମ ଅଭ୍ୟାସର ନାମ କଣ?
କ. ଏକ୍ସ ଉଇଙ୍ଗଡ଼ ରାଇଡ଼ର୍ସ
ଖ. ଏକ୍ସ ଡେଜର୍ଟ ଷ୍ଟ୍ରଇକ
ଗ. ଏକ୍ସ ମାଉନଟନ୍ରୁ ଇଗଲ
ଘ. ଏକ୍ସ ସି ବାରିଆର
ଉତ୍ତର :- ଏକ୍ସ ଉଇଙ୍ଗଡ଼ ରାଇଡ଼ର୍ସ
8. ପ୍ରଧାନ ମନ୍ତ୍ରୀ ଜନ ଧନ ଯୋଜନାରେ ଜାନୁଆରୀ 15, 2025 ସୁଦ୍ଧା କେତେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି ?
କ. 50.34 କୋଟି
ଖ. 45.67 କୋଟି
ଗ. 54.58 କୋଟି
ଘ. 60 କୋଟି
ଉତ୍ତର :- 54.58 କୋଟି
9. “ଇକ୍ ହୋର୍ ଅଶ୍ୱଥମା” ପୁସ୍ତକ ପାଇଁ କାହାକୁ ମରଣୋତ୍ତର ଭାବରେ ଡୋଗ୍ରୀରେ ସାହିତ୍ୟ ଏକାଡେମୀ ପୁରସ୍କାର 2024 ପ୍ରଦାନ କରାଯିବ
କ. ଓମ ପ୍ରକାଶ
ଖ. ଚମନ ଅରୋରା
ଗ. ଶିବ କୁମାର ବଟଳବି
ଘ. ରାଜେନ୍ଦ୍ର ସିଂ ବେଦି
ଉତ୍ତର :- ଚମନ ଅରୋରା
ଖେଳ ଖବର:-
10. ୨୦୨୫ ମୁମ୍ବାଇ ଓପନ୍ ଟେନିସ୍ ଟୁର୍ନାମେଣ୍ଟରେ କିଏ ଜିତିଛି ?
କ. ମାୟା ରାଜେଶ୍ୱରଂ ରେବଥି
ଖ. ରଏବେକା ମାରିନୋ
ଗ. ଜିଲ ତେଇଚମନ
ଘ. ମନଚୟ ସ୍ଵଂଗକଇବ
ଉତ୍ତର :- ଜିଲ ତେଇଚମନ
11. ଭାରତ ପାଇଁ ଦିନିକିଆ ଡେବ୍ୟୁ କରିବାରେ ଦ୍ୱିତୀୟ ସବୁଠାରୁ ବୟସ୍କ କ୍ରିକେଟର କିଏ ହୋଇଛନ୍ତି?
କ. ବରୁଣ ଚକ୍ରବର୍ତ୍ତୀ
ଖ. କୁଳଦିପ ଯାଦବ
ଗ. ଵଶୀଙ୍ଗଟନ ସୁନ୍ଦର
ଘ. ରବୀନ୍ଦ୍ର ଜାଡେଜା
ଉତ୍ତର :- ବରୁଣ ଚକ୍ରବର୍ତ୍ତୀ
12. ୨୦୨୭ ଅଲିମ୍ପିକ୍ ଇ-ସ୍ପୋର୍ଟସ୍ ଖେଳ କେଉଁଠାରେ ଅନୁଷ୍ଠିତ ହେବ?
କ. ଟୋକୀୟ
ଖ. ଓଟାୱା
ଗ. ବର୍ଲିନ
ଘ. ରିୟାଧ
ଉତ୍ତର :- ରିୟାଧ
ଆନ୍ତର୍ଜାତିକ ଖବର:-
13. କେଉଁ ଦେଶରେ ହିଂସା ଦମନ ପାଇଁ “ଅପରେସନ୍ ଡେଭିଲ୍ ହଣ୍ଟ” ଆରମ୍ଭ ହୋଇଥିଲା?
କ. ଶ୍ରୀ ଲଙ୍କା
ଖ. ବାଂଲାଦେଶ
ଗ. ଭୁଟାନ
ଘ. ପାକିସ୍ଥାନ
ଉତ୍ତର :- ବାଂଲାଦେଶ
14. ନୋକିଆର ସିଇଓ ଭାବରେ ପେକ୍କା ଲୁଣ୍ଡମାର୍କଙ୍କ ପରେ କିଏ ନିଯୁକ୍ତି ହେବେ?
କ. ଜଷ୍ଟିନ ତ୍ରୖଡ଼ୁ
ଖ. ଜଷ୍ଟିନ ହଟାର୍ଡ଼
ଗ. ସତ୍ୟ ନଦେଲା
ଘ. ସୁନ୍ଦର ପିଚାଇ
ଉତ୍ତର :- ଜଷ୍ଟିନ ହଟାର୍ଡ଼