
ଜାତୀୟ ଖବର :-
1. କେଉଁ ମନ୍ତ୍ରଣାଳୟ ଦ୍ୱାରା ‘ଶତାବରୀ- ଫର ବେଟର ହେଲଥ ‘ ଟାଇଟେଲ ଅଭିଯାନକୁ ଲଞ୍ଚ କରାଯାଇଛି ?
କ. ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ
ଖ. ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ଗ. ଆୟୁଷ ମନ୍ତ୍ରଣାଳୟ
ଘ. ଗୃହ ମନ୍ତ୍ରଣାଳୟ
ଉତ୍ତର :- ଆୟୁଷ ମନ୍ତ୍ରଣାଳୟ
2. ଜ଼ମଟୋ ମୂଳ କମ୍ପାନୀର ନାମ ବଦଳାଇ ନୂତନ ନାମ କଣ ରଖାଯାଇଛି ?
କ. ଏଭରଲାଷ୍ଟିଙ୍ଗ ଲିମିଟେଡ଼
ଖ. ଇନଫିନିଟି ଲିମିଟେଡ଼
ଗ. ଏଟରନାଲ ଲିମିଟେଡ଼
ଘ. ଜ଼ମଟୋ ଗ୍ରୁପ
ଉତ୍ତର :- ଏଟରନାଲ ଲିମିଟେଡ଼
3. କେଉଁ ସହରରେ BIMSTEC ଯୁବ ସମିତି 2025 ଆୟୋଜିତ କରାଯାଇଥିଲା ?
କ. ଗାନ୍ଧିନଗର
ଖ. ଲକନୌ
ଗ. ଭୁବନେଶ୍ୱର
ଘ. ଜଇପୁର
ଉତ୍ତର :- ଗାନ୍ଧିନଗର
4. କେଉଁ ଦେଶ ଇବୋଲା ଭାଇରସର ସୁଡାନ ସ୍ପେସିସ ପାଇଁ ଭ୍ୟାକସିନ ର ପ୍ରଥମ କ୍ଲିନିକାଲ ପରୀକ୍ଷଣ କରିଛି ?
କ. ଲିବେରିଆ
ଖ. ସାଉଥ ଆଫ୍ରିକା
ଗ. ଉଗାଣ୍ଡା
ଘ. ଲେବାନନ
ଉତ୍ତର :- ଉଗାଣ୍ଡା
5. ‘ବିକଶିତ ଗାଁ ବିକଶିତ ଓଡିଶା’ ସ୍କିମକୁ କେଉଁ ରାଜ୍ୟ ଲଞ୍ଚ କରିଛି ?
କ. ଝାରଖଣ୍ଡ
ଖ. ଓଡିଶା
ଗ. ଉତ୍ତର ପ୍ରଦେଶ
ଘ. ପଶ୍ଚିମ ବଙ୍ଗ
ଉତ୍ତର :- ଓଡିଶା
6. 2025 ରେ ‘ବେଟି ବଚାଓ ବେଟି ପଢ଼ାଓ’ ସ୍କିମ କୁ କେଉଁ ରାଜ୍ୟ ଲଞ୍ଚ କରିଛି ?
କ. ଓଡିଶା
ଖ. ମଧ୍ୟ ପ୍ରଦେଶ
ଗ. ହରିୟାଣା
ଘ. ଗୁଜୁରାଟ
ଉତ୍ତର :- ଓଡିଶା .
କେନ୍ଦ୍ରୀୟ ବଜେଟ :-
7. ୨୦୨୫-୨୬ ବଜେଟରେ ଘୋଷିତ ଜାତୀୟ ଭୂସ୍ଥାନିକ ମିଶନର ମୁଖ୍ୟ ଲକ୍ଷ୍ୟ କ’ଣ?
କ. ଭୂମି ରେକର୍ଡକୁ ଆଧୁନିକୀକରଣ କରିବା ଏବଂ ସହରାଞ୍ଚଳ ଯୋଜନାକୁ ବୃଦ୍ଧି କରିବା
ଖ. କୃଷି ଉତ୍ପାଦନ ବୃଦ୍ଧି କରିବା
ଗ. ଶିକ୍ଷା ଭିତ୍ତିଭୂମିକୁ ଉନ୍ନତ କରିବା
ଘ. ଗ୍ରାମୀଣ ବିକାଶକୁ ସମର୍ଥନ କରିବା
ଉତ୍ତର :- ଭୂମି ରେକର୍ଡକୁ ଆଧୁନିକୀକରଣ କରିବା ଏବଂ ସହରାଞ୍ଚଳ ଯୋଜନାକୁ ବୃଦ୍ଧି କରିବା
8. 2025 କେନ୍ଦ୍ରୀୟ ବଜେଟ ରେ ଘୋଷଣା କରାଯାଇଥିବା ‘ଜ୍ଞାନ ଭାରତମ ମିଶନ’ର ଲକ୍ଷ୍ୟ କଣ ?
କ.ଶିକ୍ଷାଗତ ଉଦ୍ଦେଶ୍ୟରେ ନୂତନ ପାଣ୍ଡୁଲିପି ସୃଷ୍ଟି କରିବା
ଖ. ଭାରତର ପାଣ୍ଡୁଲିପି ଐତିହ୍ୟକୁ ସର୍ଭେ, ଡକ୍ୟୁମେଣ୍ଟେସନ୍ ଏବଂ ସଂରକ୍ଷଣ କରିବା
ଗ. ସମସ୍ତ ପ୍ରାଚୀନ ଭାରତୀୟ ଗ୍ରନ୍ଥକୁ ଡିଜିଟାଲାଇଜ୍ କରିବା
ଘ. ସାର୍ବଜନୀନ ବ୍ୟବହାର ପାଇଁ ପାଣ୍ଡୁଲିପି ମୁଦ୍ରଣ ଏବଂ ବଣ୍ଟନ କରିବା
ଉତ୍ତର :- ଭାରତର ପାଣ୍ଡୁଲିପି ଐତିହ୍ୟକୁ ସର୍ଭେ, ଡକ୍ୟୁମେଣ୍ଟେସନ୍ ଏବଂ ସଂରକ୍ଷଣ କରିବା
9. ୨୦୨୫-୨୬ ବଜେଟରେ ପ୍ରଧାନମନ୍ତ୍ରୀଙ୍କ ଗବେଷଣା ଫେଲୋସିପ୍ ଯୋଜନା ଅଧୀନରେ କେତେ ନୂତନ ଫେଲୋସିପ୍ ଘୋଷଣା କରାଯାଇଥିଲା?
କ. 10000
ଖ. 2000
ଗ. 5000
ଘ. 6000
ଉତ୍ତର :- 10000
ଆନ୍ତର୍ଜାତିକ ଖବର :-
10. କେଉଁ ଦେଶରେ ଗବେଷକମାନେ IVF ବ୍ୟବହାର କରି ପ୍ରଥମ କଙ୍ଗାରୁ ଭ୍ରୁଣ ସଫଳତାର ସହ ସୃଷ୍ଟି କରିଥିଲେ?
କ. ଆମେରିକା
ଖ. କାନାଡ଼ା
ଗ. ଅଷ୍ଟ୍ରେଲିଆ
ଘ. ସାଉଥ ଆଫ୍ରିକା
ଉତ୍ତର :- ଅଷ୍ଟ୍ରେଲିଆ
11. RBI ର ନୂଆ ପଲିସୀରେ ରେପୋ ରେଟ କେତେ ରହିଛି ?
କ. 6.50%
ଖ. 6.00%
ଗ. 6.35%
ଘ. 6.25%
ଉତ୍ତର :- 6.25%
12. କେଉଁ ଦେଶର ଫୁଟବଲ ଫେଡେରେସନ କୁ ଆନ୍ତର୍ଜାତିକ ଫୁଟବଲ ଫେଡେରେସନ 2025 ଫେବୃଆରୀ ରେ ସସ୍ପେଣ୍ଡ କରିଛି ?
କ. ଭାରତ
ଖ. ପାକିସ୍ତାନ
ଗ. ଆର୍ଜେଣ୍ଟିନା
ଘ. ନେପାଳ
ଉତ୍ତର :- ପାକିସ୍ତାନ
13. ସାର୍ବଭୌମତ୍ୱ ଚିନ୍ତାର କାରଣ ଦର୍ଶାଇ କେଉଁ ଦେଶ WHO ଠାରୁ ନିଜର ସମ୍ପର୍କ ପ୍ରତ୍ୟାହାର ଘୋଷଣା କଲା ?
କ. ବ୍ରାଜିଲ
ଖ. କାନାଡ଼ା
ଗ. ଆର୍ଜେଣ୍ଟିନା
ଘ. ଭାରତ
ଉତ୍ତର :- ଆର୍ଜେଣ୍ଟିନା