
National Current Affairs :-
୧. ବାଉଁଶ ଆଧାରିତ କମ୍ପୋଜିଟ୍ ବଙ୍କର ବିକାଶ ପାଇଁ କେଉଁ ପ୍ରତିଷ୍ଠାନ ଭାରତୀୟ ସେନା ସହିତ ସହଭାଗୀ ହୋଇଛି?
କ. IIT କାନପୁର
ଖ. IIT ଗୋହାଟି
ଗ. IIT ମାଡ୍ରାସ
ଘ. IIT ବନାରସ
ଉତ୍ତର:- IIT ଗୋହାଟି
୨. କେଉଁ କମ୍ପାନୀ ଏକ AI ଚାଳିତ ହୋମ ଲୋନ ପରାମର୍ଶଦାତା ‘କାଇ’ କୁ ଲଞ୍ଚ କରିଛି?
କ. HDFC
ଖ. ICIC ବ୍ୟାଙ୍କ
ଗ. ଏଲ ଆଣ୍ଡ ଟି
ଘ. ବାଜାଜ
ଉତ୍ତର:- ଏଲ ଆଣ୍ଡ ଟି
୩. କେତେ ପ୍ରତିଶତ ଫଳ ଏବଂ ପନିପରିବା ଭାରତ ବିଦେଶକୁ ରପ୍ତାନି କରୁଛି?
କ. ୫୦.୨%
ଖ. ୪୭.୩%
ଗ. ୪୧.୫%
ଘ. ୩୯.୮%
ଉତ୍ତର:- ୪୭.୩%
୪. ଭାରତରେ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ପାଇଁ କେଉଁ ସଂଗଠନ ନୋଡାଲ୍ ଏଜେନ୍ସି ଭାବେ କାର୍ଯ୍ୟ କରୁଛି?
କ. ନାସନାଲ ବାଇଓଡାଇଭରସିଟି ଅଥରିଟି
ଖ. ନାସନାଲ ଟାଇଗର କଂଜରଭେସନ ଅଥୋରିଟି
ଗ. ବନ୍ୟଜନ୍ତୁ ସରଣକ୍ଷଣ ସଂସ୍ଥା
ଘ. ବନ୍ୟଜୀବନ କ୍ରାଇମ କଣ୍ଟ୍ରୋଲ ବୋର୍ଡ
ଉତ୍ତର:- ନାସନାଲ ଟାଇଗର କଂଜରଭେସନ ଅଥୋରିଟି
୫. ନାସନାଲ ୟୁଥ ପାର୍ଲିଆମେଣ୍ଟ ସ୍କିମ ୨.୦ କାହା ଦ୍ୱାରା ଲଞ୍ଚ କରାଯାଇଛି?
କ. ଗୃହ ମନ୍ତ୍ରଣାଳୟ
ଖ. ପ୍ରତିରକ୍ଷା ମନ୍ତ୍ରଣାଳୟ
ଗ. ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ
ଘ. ସହଯୋଗ ମନ୍ତ୍ରଣାଳୟ
ଉତ୍ତର:- ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ
୬. ଭାରତୀୟ ସୈନ୍ୟବାହିନୀ ଦ୍ୱାରା କୋଲକାତାର ଫୋର୍ଟ ଉଇଲିୟମ ର ନାମ ପରିବର୍ତନ କରି କଣ ରଖାଯାଇଛି?
କ. ବିଜୟ ଦୁର୍ଗ
ଖ. ବିଜୟ କୀଲା
ଗ. ସୁରକ୍ଷା ଦୁର୍ଗ
ଘ. ଶକ୍ତି ଭବନ
ଉତ୍ତର:- ବିଜୟ ଦୁର୍ଗ
International Current Affairs :
୭. ଗ୍ଲୋବାଲ ମୋବାଇଲ ମାନୁଫାକଚରିଂ ରେ ଭାରତ କେତେ ନମ୍ବର ସ୍ଥାନରେ ରହିଛି?
କ. ପ୍ରଥମ
ଖ. ଦ୍ୱିତୀୟ
ଗ. ତୃତୀୟ
ଘ. ଚତୁର୍ଥ
ଉତ୍ତର:- ଦ୍ୱିତୀୟ
୮. ପିଲାମାନଙ୍କ ଯୌନ ପ୍ରତିଛବି ସୃଷ୍ଟି କରିବା ପାଇଁ ବ୍ୟବହୃତ AI ଟୁଲ୍ସ ବିରୁଦ୍ଧରେ ଆଇନ ପ୍ରଣୟନ କରିବାରେ କେଉଁ ଦେଶ ପ୍ରଥମ ହୋଇଛି?
କ. USA
ଖ. UK
ଗ. କାନାଡ଼ା
ଘ. ଅଷ୍ଟ୍ରେଲିଆ
ଉତ୍ତର:- UK
୯. ସାଉଥ ଆଫ୍ରିକାର କେଉଁ ସ୍ଥାନରେ BAPS ଦ୍ୱାରା ବଡ ହିନ୍ଦୁ ମନ୍ଦିର ପ୍ରତିଷ୍ଠା କରାଯାଇଛି?
କ. ଦୂର୍ବନ
ଖ. କେପ ଟାଉନ
ଗ. ଜୋହାନ୍ସବର୍ଗ
ଘ. ପ୍ରିଟୋରିଆ
ଉତ୍ତର:- ଜୋହାନ୍ସବର୍ଗ
୧୦. ବିଶ୍ୱ ଶ୍ରୀମତୀ ୨୦୨୫ ଜିତିଥିବା ସ୍ୱେଗୋ ଗଳାଇ କେଉଁ ଦେଶର ମହିଳା ଅଟନ୍ତି?
କ. ଆମେରିକା
ଖ. ଲଣ୍ଡନ
ଗ. ସାଉଥ ଆଫ୍ରିକା
ଘ. ଥାଇଲାଣ୍ଡ
ଉତ୍ତର:- ସାଉଥ ଆଫ୍ରିକା
କେନ୍ଦ୍ରୀୟ ବଜେଟ :-
୧୧. ମାରିଟାଇମ ବିକାଶ ପାଇଁ ୨୦୨୫ କେନ୍ଦ୍ରୀୟ ବଜେଟରେ କେତେ କୋଟି ଅନୁମୋଦନ କରାଯାଇଛି?
କ. ୧୦୦୦୦ କୋଟି
ଖ. ୧୫୦୦୦ କୋଟି
ଗ. ୨୦୦୦୦ କୋଟି
ଘ. ୨୫୦୦୦ କୋଟି
ଉତ୍ତର:- ୨୫୦୦୦ କୋଟି
୧୨. ଆଗାମୀ ୧୦ ବର୍ଷ ମଧ୍ୟରେ ଉଡାଣ ସ୍କିମ ଦ୍ୱାରା କେତୋଟି ନୂତନ ଡେଷ୍ଟିନେସନ କୁ ସଂଯୋଗ କରାଯିବ?
କ. ୧୦୦
ଖ. ୧୨୦
ଗ. ୧୮୦
ଘ. ୧୬୦
ଉତ୍ତର:- ୧୨୦
୧୩. ୨୦୨୫ କେନ୍ଦ୍ରୀୟ ବଜେଟରେ ପର୍ଯ୍ୟଟନ କ୍ଷେତ୍ରରେ କେତେ କୋଟି ଅନୁମୋଦନ କରାଯାଇଛି?
କ. ୩୦୦୦ କୋଟି
ଖ. ୨୫୪୧.୦୬ କୋଟି
ଗ. ୨୯୫୧.୫୦ କୋଟି
ଘ. ୮୦୦ କୋଟି
ଉତ୍ତର:- ୨୫୪୧.୦୬ କୋଟି