
ପ୍ରସିଦ୍ଧ ଦିବସ :-
୧. ଓଏଟଲାଣ୍ଡ ଦିବସ କେବେ ପାଳନ କରାଯାଏ?
କ. ୩୦ ଜାନୁଆରୀ
ଖ. ୧ ଫେବୃଆରୀ
ଗ. ୨ ଫେବୃଆରୀ
ଘ. ୩୧ ଜାନୁଆରୀ
ଉତ୍ତର :- ୨ ଫେବୃଆରୀ
୨. ଭାରତର ସର୍ବବୃହତ ରାମସାର ସାଇଟ ନାମ କଣ ?
କ. ଚି଼ଲ୍ଲିକା
ଖ. ରେଣୁକା
ଗ. ସୁନ୍ଦରବନ
ଘ. ତାମ୍ପଡ଼ା
ଉତ୍ତର:- ସୁନ୍ଦରବନ
୩. ଭାରତର କୋଷ୍ଟ ଗାର୍ଡ ଦିବସ କେବେ ପାଳନ କରାଯାଏ?
କ. ଜାନୁଆରୀ ୩୧
ଖ. ଜାନୁଆରୀ ୩୦
ଗ. ଫେବୃଆରୀ ୧
ଘ. ଫେବୃଆରୀ ୨
ଉତ୍ତର:- ଫେବୃଆରୀ ୧
ନୂତନ ନିଯୁକ୍ତି:-
୪. ବିୟୁରୋ ଅଫ ସିଭିଲ ଅଭିଏସନ ସିକୁରିଟି ର ଡିରେକ୍ଟର ଜେନେରାଲ କିଏ ବନିଛନ୍ତି?
କ. ରାକେଶ ଆସ୍ଥାନ
ଖ. ରାଜେଶ ନିର୍ବାଣ
ଗ. ଅରବିନ୍ଦ କୁମାର
ଘ. ସୁବୋଧ କୁମାର ଯୈସ୍ୱଳ
ଉତ୍ତର:- ରାଜେଶ ନିର୍ବାଣ
୫. ସୋନିର ନୂଆ ସିଇଓ ଭାବେ କିଏ ନିଯୁକ୍ତି ହୋଇଛନ୍ତି?
କ. ହିରୋକୀ ଟଟୋକି
ଖ. ହ୍ୱିଡେକି ନିଶ୍ଚିନୋ
ଗ. ହର୍ମାନ ହୂଲସ୍ତ
ଘ. କଇଂଚିରୋ ୟୋଶିଦା
ଉତ୍ତର:- ହିରୋକୀ ଟଟୋକି
ୟୁନିଅନ ବଜେଟ :-
୬. ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିକାଶ ପାଇଁ ୨୦୨୫ ୟୁନିଅନ ବଜେଟରେ କେତେ କୋଟି ନିବେଶ କରାଯାଇଛି?
କ. ୯୮୩୧୧ କୋଟି
ଖ. ୫୦୦୦୦ କୋଟି
ଗ. ୧୦୦୦୦୦ କୋଟି
ଘ. ୭୫୦୦୦ କୋଟି
ଉତ୍ତର:- ୯୮୩୧୧ କୋଟି
୭. ୨୦୨୫ ୟୁନିଅନ ବଜେଟ ରେ ପ୍ରତିରକ୍ଷ୍ୟା କ୍ଷେତ୍ରରେ କେତେ କୋଟି ନିବେଶ କରାଯାଇଛି?
କ. ୪୯୧୭୩୨ କୋଟି
ଖ. ୫୦୦୦୦ କୋଟି
ଗ. ୧୦୦୦୦୦ କୋଟି
ଘ. ୮୮୦୦୦ କୋଟି
ଉତ୍ତର:- ୪୯୧୭୩୨ କୋଟି
୮. ପି ଏମ କିସାନ ଯୋଜନା ପାଇଁ କେତେ ନିବେଶ କରାଯାଇଛି?
କ. ୭୪୬୨୬ କୋଟି
ଖ. ୮୬୦୦୦ କୋଟି
ଗ. ୬୩୫୦୦ କୋଟି
ଘ. ୬୭୦୦୦ କୋଟି
ଉତ୍ତର:- ୬୩୫୦୦ କୋଟି
୯. ୨୦୨୫- ୨୬ ବଜେଟ ରେ ସମ୍ପୂର୍ଣ ଖର୍ଚ୍ଚ କେତେ ଆକଳନ କରାଯାଇଛି?
କ. ୫୦୬୫୩୪୫ କୋଟି
ଖ. ୩୯୪୪୨୫୫ କୋଟି
ଗ. ୩୪୨୦୪୦୯ କୋଟି
ଘ. ୧୧୨୧୦୯୦ କୋଟି
ଉତ୍ତର:- ୫୦୬୫୩୪୫ କୋଟି
୧୦. ଶିକ୍ଷ୍ୟା କ୍ଷେତ୍ରରେ କେତେ ନିବେଶ କରାଯିବା ପାଇଁ ୟୁନିଅନ ବଜେଟରେ ଆକଳନ କରାଯାଇଛି?
କ. ୯୮୩୧୧ କୋଟି
ଖ. ୧୨୮୬୫୦ କୋଟି
ଗ. ୧୬୬୮୧୭ କୋଟି
ଘ. ୯୬୭୭୭ କୋଟି
ଉତ୍ତର:- ୧୨୮୬୫୦ କୋଟି
୧୧. ୨୦୨୫ ୟୁନିଅନ ବଜେଟରେ ଇନକମ ଟାକ୍ସ ସ୍ଲାବ କୁ ନେଇ କଣ ଘୋଷଣା କରାଯାଇଛି?
କ. ଉଚ୍ଚ ଆୟ ଗୋଷ୍ଠୀ ପାଇଁ ଟିକସ ହାର ବୃଦ୍ଧି କରାଯାଇଛି
ଖ. ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ ୧୨ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଶୂନ୍ୟ ଆୟକର ବ୍ୟବସ୍ଥା
ଗ. ସମ୍ପତ୍ତି କର ପ୍ରଚଳନ
ଘ. ବରିଷ୍ଠ ନାଗରିକଙ୍କ ପାଇଁ ଅଧିକ ଛାଡ
ଉତ୍ତର:- ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ ୧୨ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଶୂନ୍ୟ ଆୟକର ବ୍ୟବସ୍ଥା
୧୨. କେନ୍ଦ୍ରୀୟ ବଜେଟ୍ ୨୦୨୫ ରେ ଉଲ୍ଲେଖ କରାଯାଇଥିବା ବିକାଶର ଚାରୋଟି ଇଞ୍ଜିନ୍ ମଧ୍ୟରୁ ଗୋଟିଏ କ’ଣ?
କ. ବଡ଼ ନିଗମ
ଖ. ଷ୍ଟାର୍ଟଅପ୍ଗୁଡ଼ିକ
ଗ. ବିଦେଶୀ ନିବେଶ
ଘ. MSMEs
ଉତ୍ତର:- MSMEs
ଅନ୍ୟାନ ଖବର:-
୧୩. ‘ସ୍ୱରେଲ’ ସୁପର ଆପ କେଉଁ ପ୍ଲାଟ୍ଫର୍ମ ପାଇଁ ତିଆରି କରାଯାଇଛି?
କ. ଏଆର ଟ୍ରାଭେଲ ସର୍ଭିସ
ଖ. ବସ ଟ୍ରାଭେଲ ସର୍ଭିସ
ଗ. ରୋଡ଼ ଟ୍ରାଭେଲ ସର୍ଭିସ
ଘ. ରେଳବାୟ ସର୍ଭିସ
ଉତ୍ତର:- ରେଳବାୟ ସର୍ଭିସ
୧୪. ସି.କେ. ନାଇଡୁ ଲାଇଫଟାଇମ ଆଚିଭମେଣ୍ଟ ସଂମ୍ମାନ ରେ କାହାକୁ ସଂମ୍ମାନିତ କରାଯାଇଛି?
କ. କପିଳ ଦେବ
ଖ. ସଚିନ ତେନ୍ଦୁଲକର
ଗ. ରାହୁଲ ଦ୍ରାବିଡ଼
ଘ. ସୁନୀଲ ଗାଭାସ୍କର
ଉତ୍ତର:- ସଚିନ ତେନ୍ଦୁଲକର