
୧. ୨୦୨୫ ଗଣତନ୍ତ୍ର ଦିବସ ପାରେଡ଼ରେ କେଉଁ ରାଜ୍ୟର ଟ୍ୟାବଲିୟୁ କୁ ଶ୍ରେଷ୍ଠ ଟ୍ୟାବଲିୟୁ ଭାବେ ସଂମ୍ମାନିତ କରାଯାଇଛି?
କ. ଓଡିଶା
ଖ. ଉତ୍ତର ପ୍ରଦେଶ
ଗ. ଆସାମ
ଘ. ମଧ୍ୟ ପ୍ରଦେଶ
ଉତ୍ତର:- ଉତ୍ତର ପ୍ରଦେଶ
୨. ୨୯ ଜାନୁଆରୀରେ ଇସ୍ରୋର ୧୦୦ତମ GSLV ରକେଟ୍ ଲଞ୍ଚ ଦ୍ୱାରା କେଉଁ ଉପଗ୍ରହ ବିକଶିତ ହୋଇଛି ?
କ. GSAT-24
ଖ. NVS-02
ଗ. RISAT-2B
ଘ. Cartosat-3
ଉତ୍ତର:- NVS-02
୩. ମାରୁତି ସୁଜୁକି ଇଣ୍ଡିଆ ର ଏମ ଡ଼ି ଏବଂ ସିଇଓ ଭାବେ କିଏ ନିଯୁକ୍ତି ହୋଇଛନ୍ତି?
କ. ହିସାସୀ ଟାକୁଚି
ଖ. ଆର ସି ଭାର୍ଗବ
ଗ. ସନ୍ଦୀପ ଗୁପ୍ତା
ଘ. କେଣିଚି ଆୟୁକାଵ
ଉତ୍ତର:- ହିସାସୀ ଟାକୁଚି
୪. ବେଦାନ୍ତ ରିସୋର୍ସ ଲିମିଟେଡ଼ ର ପ୍ରଥମ ସିଇଓ ଭାବେ କିଏ ନିଯୁକ୍ତି ହୋଇଛନ୍ତି?
କ. ରାହୁଲ ଶର୍ମା
ଖ. ସୁନୀଲ ଦୁଗଗଲ
ଗ. ବିନୋଦ କୁମାର
ଘ. ଦାସନି ନାଇଡୁ
ଉତ୍ତର:- ଦାସନି ନାଇଡୁ
୫. କେଉଁ ସହରକୁ ଆସାମର ଦ୍ୱିତୀୟ ରାଜଧାନୀ ଭାବେ ଘୋଷଣା କରାଯାଇଛି?
କ. ଗୋହାଟି
ଖ. ଦିଵରୂଗଡ଼
ଗ. ଦିଶପୁର
ଘ. ଜୋରହାଟ
ଉତ୍ତର:- ଦିଵରୂଗଡ଼
୬. ଭାରତୀୟ ସମ୍ବାଦ ପତ୍ର ଦିବସ କେବେ ପାଳନ କରାଯାଏ?
କ. ଜାନୁଆରୀ ୨୮
ଖ. ଜାନୁଆରୀ ୨୯
ଗ. ଜାନୁଆରୀ ୩୦
ଘ. ଜାନୁଆରୀ ୨୫
ଉତ୍ତର:- ଜାନୁଆରୀ ୨୯
୭. କେଉଁ ସଂସ୍ଥା ଦ୍ୱାରା ଏସିଆନ ୱାଟର ବାର୍ଡ଼ ସେନସସ ୨୦୨୫ ସଂଗଠିତ ହୋଇଛି?
କ. ଗ୍ରୀନପିଚ ଇଣ୍ଡିଆ
ଖ. ସୋସାଇଟି ଫର ଏଂଭରମେଣ୍ଟ ଆଣ୍ଡ ଡେଭଲପମେଣ୍ଟ
ଗ. ଅରଣ୍ୟ ଏଂଭରମେଣ୍ଟ ଅର୍ଗାନିଜେସନ
ଘ. ବମ୍ବେ ନାଚୁରାଲ ହିଷ୍ଟ୍ରୀ ସୋସାଇଟି
ଉତ୍ତର:- ବମ୍ବେ ନାଚୁରାଲ ହିଷ୍ଟ୍ରୀ ସୋସାଇଟି
୮. କେଉଁ ଦେଶ ତୃତୀୟ ଥର ପାଇଁ ICC Women’s ଚମ୍ପିୟାନ ହୋଇଛି?
କ. ଭାରତ
ଖ. ଅଷ୍ଟ୍ରେଲିଆ
ଗ. ଆଫ୍ରିକା
ଘ. ପାକିସ୍ତାନ
ଉତ୍ତର:- ଅଷ୍ଟ୍ରେଲିଆ
୯. କିରଣ ରାଓ ଙ୍କ ଦ୍ୱାରା ନିର୍ଦେଶିତ କେଉଁ ଚଳଚିତ୍ର ୨୦୨୪ ଜାପାନ ଏକାଡେମୀ ଫିଲ୍ମ ପ୍ରାଇଜ ପାଇଁ ମନୋନୀତ ହୋଇଛି?
କ. ଲାପତ୍ତା ଲେଡ଼ିଜ
ଖ. ଧୋବୀ ଘାଟ
ଗ. ସିକ୍ରେଟ ସୁପରଷ୍ଟାର
ଘ. ଦଙ୍ଗଲ
ଉତ୍ତର:- ଲାପତ୍ତା ଲେଡ଼ିଜ
୧୦. ଡିଜିଟାଲ କମର୍ସର ବୃଦ୍ଧି ପାଇଁ SBI ପେମେଣ୍ଟ କେଉଁ କମ୍ପାନୀ ସହ ପାର୍ଟନର ହୋଇଛି?
କ. ଫୋନ ପେ
ଖ. PAYTM
ଗ. ପାଇନ ଲାବସ
ଘ. ରେଜର ପେ
ଉତ୍ତର:- ପାଇନ ଲାବସ
୧୧. ଜାନୁଆରୀ ୨୦୨୫ ରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ କେତୋଟି ଚୁକ୍ତି ସାକ୍ଷର ହୋଇଛି?
କ. ୭
ଖ. ୯
ଗ. ୬
ଘ. ୫
ଉତ୍ତର:- ୫
୧୨. ଭାଷିନୀ ମଲ୍ଟିଲିଙ୍ଗୁଆଲ ଇ-ଗଭର୍ନନ୍ସ ରେ କେଉଁ ଉତ୍ତର-ପୂର୍ବ ରାଜ୍ୟ ପ୍ରଥମେ ପାର୍ଟନର ହୋଇଛି?
କ. ଆସାମ
ଖ. ତ୍ରିପୁରା
ଗ. ନାଗାଲାଣ୍ଡ
ଘ. ମଣିପୁର
ଉତ୍ତର:- ତ୍ରିପୁରା
୧୩. କେଉଁ ଉଇକେଟ କିପର ଟି୨୦ କ୍ରିକେଟ ରେ ସର୍ବାଧିକ ରନ କରି ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରିଛନ୍ତି?
କ. ଦୀନେଶ କାର୍ତ୍ତିକ
ଖ. ରୀଶବ ପଂଟ
ଗ. ପାର୍ଥିବ ପଟେଲ
ଘ. କିରଣ ମୋର
ଉତ୍ତର:- ଦୀନେଶ କାର୍ତ୍ତିକ