
୧. ୨୦୨୫ ରେ ବିଶ୍ୱ ଲେପରସି ଦିବସକୁ କେବେ ପାଳନ କରାଯାଇଛି?
କ. ଜାନୁଆରୀ ୨୬
ଖ. ଜାନୁଆରୀ ୨୮
ଗ. ଜାନୁଆରୀ ୨୯
ଘ. ଜାନୁଆରୀ ୩୦
ଉତ୍ତର:- ଜାନୁଆରୀ ୨୬
୨. ଉତ୍ତରାଖଣ୍ଡରେ ଆୟୋଜିତ କରାଯାଇଥିବା ୩୮ ତମ ନାସନାଲ ଗେମ୍ସ ରେ କେଉଁ ଦୁଇଟି ଖେଳକୁ ଅନ୍ତର୍ଭୁକ୍ତ କରାଯାଇଛି?
କ. ଯୋଗ ଏବଂ ମଲଲାଖମ୍ବା
ଖ. କବାଡି ଏବଂ ଖୋ-ଖୋ
ଗ. ରେଶଲିଙ୍ଗ ଏବଂ ଆରଚେରୀ
ଘ. ଜୁଡୋ ଏବଂ ଜିମ୍ନାଷ୍ଟିକସ
ଉତ୍ତର:- ଯୋଗ ଏବଂ ମଲଲାଖମ୍ବା
୩. କେଉଁ ସହରରେ ନାଗୋବା ଯାତ୍ରା ପାଳନ କରାଯାଏ?
କ. କର୍ଣ୍ଣାଟକ
ଖ. ତେଲେଙ୍ଗାନା
ଗ. ଗୁଜୁରାଟ
ଘ. ଆସାମ
ଉତ୍ତର:- ତେଲେଙ୍ଗାନା
୪. ଶହୀଦ ଦିବସ (ଗାନ୍ଧିଜୀ ଙ୍କ ମୃତ୍ୟୁ ବାର୍ଷିକ) କୁ କେବେ ପାଳନ କରାଯାଏ?
କ. ଜାନୁଆରୀ ୨୮
ଖ. ଜାନୁଆରୀ ୨୯
ଗ. ଜାନୁଆରୀ ୩୦
ଘ. ଜାନୁଆରୀ ୨୬
ଉତ୍ତର:- ଜାନୁଆରୀ ୩୦
୫. କେଉଁ ୟୁନିଅନ ଟେରିଟୋରୀ/ରାଜ୍ୟ ୨୦୨୫ ଖେଲୋ ଇଣ୍ଡିଆ ଉଇଂଟର ଗେମ୍ସ ରେ ଜିତିଛି?
କ. ଲଦାଖ
ଖ. ହିମାଚଳ ପ୍ରଦେଶ
ଗ. ମହାରାଷ୍ଟ୍ର
ଘ. ଆସାମ
ଉତ୍ତର:- ଲଦାଖ
୬. କେଉଁ କମ୍ପାନୀ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ କରିବା ପାଇଁ ଓଡିଶା ସରକାର ଙ୍କ ସହ MoU ସାକ୍ଷର କରିଛି?
କ. ଜିନ୍ଦଲ ଷ୍ଟିଲ
ଖ. SAIL
ଗ. JSW ଗ୍ରୁପ
ଘ. ଟାଟା ଷ୍ଟିଲ
ଉତ୍ତର:- JSW ଗ୍ରୁପ
୭. ବେଳରୁଷ ର ରାଷ୍ଟ୍ରପତି ଭାବେ କିଏ ନିର୍ବାଚିତ ହୋଇଛନ୍ତି?
କ. ଡୋନାଲଡ ଟ୍ରମ୍ପ
ଖ. ପ୍ରାବୋ ସୁଵିଅନ୍ତ
ଗ. ଆଲେକ୍ଜାଣ୍ଡାର ଲୁକାସେଙ୍କ
ଘ. ଜୋରଣ ମିଲନାଭିକ
ଉତ୍ତର:- ଆଲେକ୍ଜାଣ୍ଡାର ଲୁକାସେଙ୍କ
୮. ଜର୍ଜିଆ ବିଶ୍ୱର କେତେ ନମ୍ବର ମ୍ୟାଲେରିଆ ମୁକ୍ତ ଦେଶ ବନିଛି?
କ. ୪୩
ଖ. ୪୪
ଗ. ୪୫
ଘ. ୪୬
ଉତ୍ତର:- ୪୫
୯. ୨୦୨୫ କୁ ‘ଇଅର ଅଫ କମ୍ୟୁନିଟି’ ଭାବେ କେଉଁ ଦେଶ ଘୋଷଣା କରିଛି?
କ. USA
ଖ. UAE
ଗ. UK
ଘ. ୠଷ୍ସିଆ
ଉତ୍ତର:- UAE
୧୦. କେଉଁ ଦେଶ ପ୍ରଥମ ମାନବ ଚାଳିତ ଅଣ୍ଡରୱାଟର ଶବମରସିବଲ ଲଞ୍ଚ କରିଛି ?
କ. ଜାପାନ
ଖ. USA
ଗ. ଭାରତ
ଘ. ଦକ୍ଷିଣ କୋରିଆ
ଉତ୍ତର:- ଭାରତ
୧୧. କେଉଁ AI ଷ୍ଟାର୍ଟ ଅପ ଚାର୍ଟ GTP କୁ ଅତିକ୍ରମ କରିଛୁ?
କ. ଦୀପସୀକ AI
ଖ. ମେଟା AI
ଗ. ବୈଡୁ AI
ଘ. WISOR AI
ଉତ୍ତର:- ଦୀପସୀକ AI
୧୨. ୨୦୨୪ ଲୋକସଭା ନିର୍ବାଚନରେ ଭୋଟର ସଚେତନତା ପାଇଁ କେଉଁ ସଂସ୍ଥାକୁ ସଂମ୍ମାନିତ କରାଯାଇଛି?
କ. BBC
ଖ. NDTV
ଗ. CNN
ଘ. ଦୂରଦର୍ଶନ
ଉତ୍ତର:- ଦୂରଦର୍ଶନ
୧୩. କେଉଁ ରାଜ୍ୟ ରଇତୁ ଭରୋସା ସ୍କିମ କୁ ଲଞ୍ଚ କରିଛି?
କ. ତେଲେଙ୍ଗାନା
ଖ. ଓଡିଶା
ଗ. ଝାରଖଣ୍ଡ
ଘ. ବିହାର
ଉତ୍ତର:- ତେଲେଙ୍ଗାନା