
୧. ଭାରତ ୨୬ ଜାନୁଆରୀ ୨୦୨୫ରେ କେତେ ତମ ଗଣତନ୍ତ୍ର ଦିବସ ପାଳନ କରିଛି?
କ. ୭୪
ଖ. ୭୬
ଗ. ୭୩
ଘ. ୭୭
ଉତ୍ତର:- ୭୬ ତମ
୨. ୨୦୨୫ରେ ଭାରତ ସରକାରଙ୍କ ଦ୍ୱାରା କେତୋଟି ପଦ୍ମ ବିଭୂଷଣ ସଂମ୍ମାନ ପ୍ରଦାନ କରାଯାଇଛି?
କ. ୫ ଟି
ଖ. ୭ ଟି
ଗ. ୧୯ ଟି
ଘ. ୧୦ ଟି
ଉତ୍ତର:- ୭ ଟି
୩. ୨୦୨୫ରେ ଭାରତ ସରକାର କେତୋଟି ପଦ୍ମ ଭୂଷଣ ସଂମ୍ମାନ ପ୍ରଦାନ କରିଛନ୍ତି?
କ. ୭ ଟି
ଖ. ୮ ଟି
ଗ. ୧୯ ଟି
ଘ. ୧୦ ଟି
ଉତ୍ତର:- ୧୯ ଟି
୪. ୱାର୍ଲଡ କଷ୍ଟମ୍ସ ଅର୍ଗାନାଇଜେସନ ଦ୍ୱାରା ଆନ୍ତର୍ଜାତୀୟ କଷ୍ଟମ୍ସ ଦିବସ ପ୍ରତି ବର୍ଷ କେବେ କରାଯାଇଥାଏ ?
କ. ୨୪ ଜାନୁଆରୀ
ଖ. ୨୬ ଜାନୁଆରୀ
ଗ. ୨୩ ଜାନୁଆରୀ
ଘ. ୨୨ ଜାନୁଆରୀ
ଉତ୍ତର:- ୨୬ ଜାନୁଆରୀ
୫. ୨୦୨୫ରେ ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ ରେ ଭାରତ କେତେ ନମ୍ବର ସ୍ଥାନ ଅଧିକାର କରିଛି?
କ. ପ୍ରଥମ
ଖ. ଦ୍ୱିତୀୟ
ଗ. ତୃତୀୟ
ଘ. ଚତୁର୍ଥ
ଉତ୍ତର:- ଚତୁର୍ଥ
୬. ନୀତି ଆୟୋଗ ଲଞ୍ଚ କରିଥିବା ଫୀସକାଲ ହେଲଥ ଇଣ୍ଡେକ୍ସ ରେ କେଉଁ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି?
କ. ଓଡିଶା
ଖ. ବିହାର
ଗ. ଉତ୍ତର ପ୍ରଦେଶ
ଘ. କେରଳ
ଉତ୍ତର:- ଓଡିଶା
୭. ୨୦୨୫ରେ ଓଡିଶାରୁ କେତେ ଜଣ ଲୋକ ପଦ୍ମ ସଂମ୍ମାନ ରେ ସଂମ୍ମାନିତ ହୋଇଛନ୍ତି?
କ. ୫ ଜଣ
ଖ. ୩ ଜଣ
ଗ. ୨ ଜଣ
ଘ. ୪ ଜଣ
ଉତ୍ତର:- ୪ ଜଣ
୮. ଭାରତରେ ପ୍ରତିବର୍ଷ ଜାତୀୟ ଟୁରିଜିମ ଦିବସ କେବେ ପାଳନ କରାଯାଏ?
କ. ୨୨ ଜାନୁଆରୀ
ଖ. ୨୪ ଜାନୁଆରୀ
ଗ. ୨୫ ଜାନୁଆରୀ
ଘ. ୨୬ ଜାନୁଆରୀ
ଉତ୍ତର:- ୨୫ ଜାନୁଆରୀ
୯. ଜଙ୍ଗଲ ପରିଚାଳନା ଏବଂ ସୁରକ୍ଷା ପାଇଁ କେଉଁ ରାଜ୍ୟ ୧୦୦ ଟି ଗାଁ କୁ ଫଣ୍ଡ ପ୍ରଦାନ କରିଛି?
କ. ଛତିଶଗଡ଼
ଖ. ଓଡିଶା
ଗ. ବିହାର
ଘ. ପଶ୍ଚିମ ବଙ୍ଗ
ଉତ୍ତର:- ଓଡିଶା
୧୦. କେଉଁ ସହରରେ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ ଦ୍ୱାରା ବିଶ୍ୱର ସବୁଠାରୁ ବଡ ଡାଟା ସେଣ୍ଟର ତିଆରି କରାଯାଇଛି?
କ. ଅହମଦାବାଦ
ଖ. ଜମନାନଗର
ଗ. ପୁନେ
ଘ. ମୁମ୍ବାଇ
ଉତ୍ତର:- ଜମନାନଗର
୧୧. ଉତ୍ତରାଖଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଥିବା ୩୮ ତମ ନାସନାଲ ଗେମ୍ସ ରେ ବ୍ରୋଞ୍ଜକୁ ସ୍ପନସର କିଏ କରିଛି?
କ. ଇଣ୍ଡିଆନ ଅଏଲ
ଖ. ଭାରତ ପେଟ୍ରୋଲିଅମ
ଗ. ONGC
ଘ. ହିନ୍ଦୁସ୍ତାନ ପେଟ୍ରୋଲିଅମ
ଉତ୍ତର:- ଇଣ୍ଡିଆନ ଅଏଲ
୧୨. ଉତ୍ତର ପ୍ରଦେଶର ଫାଉଣ୍ଡେସନ ଦିବସ କେବେ ପାଳନ କରାଯାଏ?
କ. ଜାନୁଆରୀ ୨୨
ଖ. ଜାନୁଆରୀ ୨୩
ଗ. ଜାନୁଆରୀ ୨୪
ଘ. ଜାନୁଆରୀ ୨୫
ଉତ୍ତର:- ଜାନୁଆରୀ ୨୪
୧୩. ମହିଳା ଏବଂ କିଶୋରୀ ସଂମ୍ମାନ ଯୋଜନାରେ କେଉଁ ରାଜ୍ୟ ‘ସଂମ୍ମାନ ସଂଜୀବନୀ’ ଆପ ଲଞ୍ଚ କରିଛି?
କ. ହରିୟାଣା
ଖ. ଓଡିଶା
ଗ. କେରଳ;
ଘ. ବିହାର
ଉତ୍ତର:- ହରିୟାଣା
୧୪. ପ୍ରଥମ ଆନ୍ତର୍ଜାତୀୟ ପଶମୀନା ଫେଷ୍ଟିଭାଲ କେଉଁ ଦେଶରେ ଆୟୋଜିତ ହୋଇଛି?
କ. ନେପାଳ
ଖ. ଭୁଟାନ
ଗ. ଭାରତ
ଘ. ବେଲଜିଅମ
ଉତ୍ତର:- ନେପାଳ
୧୫. କେବେ ଅନ୍ତର୍ଜାତୀୟ ଏଜୁକେସନ ଦିବସ ପାଳନ କରାଯାଏ?
କ. ଜାନୁଆରୀ ୨୫
ଖ. ଜାନୁଆରୀ ୨୩
ଗ. ଜାନୁଆରୀ ୨୪
ଘ. ଜାନୁଆରୀ ୨୬
ଉତ୍ତର:- ଜାନୁଆରୀ ୨୪