
1. ଜାତୀୟ ଶିଶୁ କନ୍ୟା ଦିବସକୁ କେବେ ପାଳନ କରାଯାଏ ?
କ. 21 ଜାନୁଆରୀ
ଖ. 23 ଜାନୁଆରୀ
ଗ. 24 ଜାନୁଆରୀ
ଘ. 20 ଜାନୁଆରୀ
ଉତ୍ତର:- 24 ଜାନୁଆରୀ
2. ଉତ୍ତର-ପୂର୍ବ ଭାରତର କେଉଁ ରାଜ୍ୟରେ ପ୍ରଥମେ ସ୍ୱମୀତ ଯୋଜନାରେ ସମ୍ପତି କାର୍ଡ ପ୍ରଦାନ କରାଯାଇଛି ?
କ. ମେଘାଳୟ
ଖ. ଆସାମ
ଗ. ମିଜୋରାମ
ଘ. ନାଗାଲାଣ୍ଡ
ଉତ୍ତର:- ମିଜୋରାମ
3. କେଉଁ ରାଜ୍ୟରେ ‘କ୍ଲିନ ଆଣ୍ଡ ବିଉଟିଫୁଲ’ ବସ ଷ୍ଟାଣ୍ଡ ଯୋଜନା ଆରମ୍ଭ କରାଯାଇଛି?
କ. ରାଜସ୍ଥାନ
ଖ. ମହାରାଷ୍ଟ୍ର
ଗ. ଉତ୍ତର ପ୍ରଦେଶ
ଘ. ବିହାର
ଉତ୍ତର:- ମହାରାଷ୍ଟ୍ର
4. ‘ବିକଶିତ ଗାଁ ବିକଶିତ ଭାରତ’ ଯୋଜନାର ପ୍ରଥମ ଉଦେଶ୍ୟ କଣ?
କ. ଓଡ଼ିଶାର ସହରାଞ୍ଚଳର ବିକାଶ କରିବା
ଖ. ଓଡ଼ିଶାରେ ନୂଆ ସହର ଗଢିବା
ଗ. ଗ୍ରାମାଞ୍ଚଳରେ କୃଷିକାର୍ଯ୍ୟର ବିକାଶ କରିବା
ଘ. ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି କରିବା
ଉତ୍ତର:- ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି କରିବା
5. ଜାନୁଆରୀ 2025 ରେ କେଉଁ ରାଜ୍ୟ ସୋଲାର ପାୱାର ପ୍ରୋଜେକ୍ଟ ଦ୍ୱାରା 22000 ମେଗାୱାଟର ରିନିଉୱେବୁଲ ଏନର୍ଜି ପାଇପାରିଛି?
କ. ରାଜସ୍ଥାନ
ଖ. ମହାରାଷ୍ଟ୍ର
ଗ. ଉତ୍ତର ପ୍ରଦେଶ
ଘ. ପଞ୍ଜାବ
ଉତ୍ତର:- ଉତ୍ତର ପ୍ରଦେଶ
6. ଡୋନାଲଡ ଟ୍ରମ୍ପ ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବା ପରେ କେଉଁ ଆନ୍ତର୍ଜାତିକ ଏଗ୍ରିମେଣ୍ଟରୁ ଆମେରିକାକୁ ଓହରେଇ ନେଇଛନ୍ତି?
କ. ପ୍ୟାରିସ ଏଗ୍ରିମେଣ୍ଟ
ଖ. କ୍ୟୋଟୋପ୍ରଟୋକଲ
ଗ. ମନ୍ତ୍ରେରାଲ ପ୍ରଟୋକଲ
ଘ. ଦୋହା ଆମ୍ୱେନ୍ଡ଼ମେଣ୍ଟ
ଉତ୍ତର:- ପ୍ୟାରିସ ଏଗ୍ରିମେଣ୍ଟ
7. ‘ଦିନଦୟାଲ ଉପାଧ୍ୟାୟ ଭୂମିହୀନ କୃଷି ମଜଦୁର କଲ୍ୟାଣ ଯୋଜନା’ ମାଧ୍ୟମରେ କେଉଁ ରାଜ୍ୟ ସରକାର ପ୍ରତି ଶ୍ରମିକକୁ ବର୍ଷକୁ 10000 ଟଙ୍କା ପ୍ରଦାନ କରିଛନ୍ତି?
କ. କେରଳ
ଖ. ଛତିଶଗଡ଼
ଗ. ଓଡିଶା
ଘ. ବିହାର
ଉତ୍ତର:- ଛତିଶଗଡ଼
8. ‘କବଚମ’ ନାମକ ବିପର୍ଯ୍ୟ କାଳୀନ ସଂକେତ ସିଷ୍ଟମକୁ କେଉଁ ରାଜ୍ୟ ଲଞ୍ଚ କରିଛି?
କ. କେରଳ
ଖ. ତାମିଲ ନାଡୁ
ଗ. ଆନ୍ଧ୍ର ପ୍ରଦେଶ
ଘ. କର୍ଣ୍ଣାଟକ
ଉତ୍ତର:- କେରଳ
9. ଜୂରୀଚ କୋଟକ ଜେନେରାଲ ଇନ୍ସୁରାନ୍ସ ର ଏମଡି ଏବଂ ସିଈଓ ଭାବେ କିଏ ନିଯୁକ୍ତି ହୋଇଛନ୍ତି?
କ. ସୁରେଶ ଅଗ୍ରୱାଲ
ଖ. ଆଲୋକ କୁମାର ଅଗ୍ରୱାଲ
ଗ. ରାଜେଶ ବର୍ମା
ଘ. ଦୀପକ ପରେଖ
ଉତ୍ତର:- ଆଲୋକ କୁମାର ଅଗ୍ରୱାଲ
10. କେଉଁ ରାଜ୍ୟର ଗଭର୍ନର ନିକ-ସାଏ ଏବଂ ଟିବି କଣ୍ଟ୍ରୋଲ ପ୍ରୋଗ୍ରାମ କୁ ରିଭିଉ କରିଛନ୍ତି?
କ. ମଣିପୁର
ଖ. ମେଘାଳୟ
ଗ. ମିଜୋରାମ
ଘ. ନାଗାଲାଣ୍ଡ
ଉତ୍ତର:- ମଣିପୁର
11. ଭାରତ ସରକାରଙ୍କ ଦ୍ୱାରା ଲଞ୍ଚ କରାଯାଇଥିବା ‘ଏଣ୍ଟିଟି ଲକର’ ର କାର୍ଯ୍ୟ କଣ?
କ. ବିଜନେସ ଡକୁମେଣ୍ଟ ମ୍ୟାନେଜମେଣ୍ଟ
ଖ. ଏମ୍ପ୍ଲୟୀ ପରଫରମାନ୍ସ ମ୍ୟାନେଜମେଣ୍ଟ
ଗ. ଟାକ୍ସ ଫିଲିଙ୍ଗ ଅଟୋମେସନ
ଘ. ଫାଇନାନସିଆଲ ଫ୍ରଏଡ ଡିଟେକ୍ସନ
ଉତ୍ତର:- ବିଜନେସ ଡକୁମେଣ୍ଟ ମ୍ୟାନେଜମେଣ୍ଟ
12. 10000 ଜିଆଇ ଟ୍ୟାଗ କୁ କେଉଁ ବର୍ଷ ସୁଦ୍ଧା ପୂରଣ କରିବା ପାଇଁ ପିୟୁଷ ଗୋୟଲ ଲକ୍ଷ୍ୟ ରଖିଛନ୍ତି?
କ. 2025
ଖ. 2027
ଗ. 2028
ଘ. 2030
ଉତ୍ତର:- 2030
13 . କେଉଁ ରାଜ୍ୟରେ ପ୍ରଥମ ଆନ୍ତର୍ଜାତିକ ଅଲମ୍ପିକ ରିସର୍ଚ୍ଚ ବୈଠକ ଅନୁଷ୍ଠିତ ହୋଇଥିଲା?
କ. ରାଜସ୍ଥାନ
ଖ. ଗୁଜୁରାଟ
ଗ. ବିହାର
ଘ. ଉତ୍ତର ପ୍ରଦେଶ
ଉତ୍ତର:-ଗୁଜୁରାଟ
14 . ପ୍ରାଇଭେଟ ରକେଟ ମାନୁଫାକଚରିଂ ପାଇଁ କେଉଁ ରାଜ୍ୟ MoU ସାକ୍ଷର କରିଛି?
କ. କର୍ଣ୍ଣାଟକ
ଖ. ତେଲେଙ୍ଗାନା
ଗ. ଆନ୍ଧ୍ର ପ୍ରଦେଶ
ଘ. ତାମିଲ ନାଡୁ
ଉତ୍ତର:- ତେଲେଙ୍ଗାନା