
୧. ନେତାଜୀ ଜୟନ୍ତୀ କୁ ପରାକ୍ରମ ଦିବସ ରୂପେ କେବେ ପାଳନ କରାଯାଏ ?
କ. ଜନୁୟାରୀ ୨୦
ଖ. ଜାନୁଆରୀ ୨୧
ଗ. ଜାନୁଆରୀ ୨୨
ଘ. ଜାନୁଆରୀ ୨୩
ଉତ୍ତର:- ଜାନୁଆରୀ ୨୩
୨. ପ୍ରଳୟ ମିଶଇଳ କୁ କେଉଁ ସଂସ୍ଥା ବିକଶିତ କରିଛି?
କ. ଇସ୍ରୋ
ଖ. DRDO
ଗ. HAL
ଘ. ଭାରତ ଡାଇନାମିକ ଲିମିଟେଡ଼
ଉତ୍ତର:- DRDO
୩. ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ ପ୍ରଦର୍ଶନ କରାଯାଇଥିବା ଶାରଳା ଏଭିଏସନର ପ୍ରୋଟୋଟାଇପି ଏୟାର ଟାକ୍ସିର ନାମ କଣ ?
କ. ସ୍କାଇ ଫ୍ଲାଇ
ଖ. ଶୂନ୍ୟ
ଗ. ଏରୋ ଲିଫ୍ଟ
ଘ. ହନୁମାନ
ଉତ୍ତର:-ଶୂନ୍ୟ
୪. କଳରିଆପଟ୍ଟୁ କେଉଁ ରାଜ୍ୟର ପାରମ୍ପରିକ ସାମରିକ କଲା ?
କ. କେରଳ
ଖ. ଆନ୍ଧ୍ର ପ୍ରଦେଶ
ଗ. ତାମିଲ ନାଡୁ
ଘ. କର୍ଣ୍ଣାଟକ
ଉତ୍ତର:- କେରଳ
୫. କିଏ BSF ର ଆଡିସନାଲ ଡିରେକ୍ଟର ଜେନେରାଲ ଅଫ ପୋଲିସ ଭାବରେ ୪ ବର୍ଷ ପାଇଁ ନିଯୁକ୍ତି ହୋଇଛନ୍ତି?
କ. ମହେଶ କୁମାର ଅଗ୍ରୱାଲ
ଖ. ରାଜେଶ କୁମାର ସିଂ
ଗ. ରବି କୁମାର ଶର୍ମା
ଘ. ଅରୁଣ କୁମାର ବର୍ମା
ଉତ୍ତର:- ମହେଶ କୁମାର ଅଗ୍ରୱାଲ
୬. କେଉଁଠି ଭାରତର ପ୍ରଥମ ସର୍ଜିକାଲ ରୋବଟ ‘SSI MANTRA ‘ କୁ ଇନଷ୍ଟଲ କରାଯାଇଛି?
କ. ଦିଲ୍ଲୀ ଏମ୍ସ ରେ
ଖ. ମହାରାଷ୍ଟ୍ରର ନୋବେଲ ହସ୍ପିଟାଲରେ
ଗ. ବେଙ୍ଗାଳୁରୁର ମଣିପାଳ ହସ୍ପିଟାଲରେ
ଘ. ମୁମ୍ବାଇ ର ଯଶଲୋକ ହସ୍ପିଟାଲରେ
ଉତ୍ତର:- ମହାରାଷ୍ଟ୍ରର ନୋବେଲ ହସ୍ପିଟାଲରେ
୭. କିଏ ଗେଟସ -କେମ୍ବ୍ରିଜ ଇମ୍ପାକ୍ଟ ପ୍ରାଇଜ ୨୦୨୫ ରେ ସାନମାନିତା ହୋଇଛନ୍ତି?
କ. ପ୍ରଫେସର ଉର୍ବଶୀ ସିହ୍ନା
ଖ. ପ୍ରଫେସର ଅଞ୍ଜଳି ଶର୍ମା
ଗ. ପ୍ରଫେସର ସୁନିତା ରେଡି
ଘ. ପ୍ରଫେସର ରମେଶ କୁମାର
ଉତ୍ତର:- ପ୍ରଫେସର ଉର୍ବଶୀ ସିହ୍ନା
୮. କେଉଁ ଦେଶ ବିଶ୍ୱର ସବୁଠୁ ଶକ୍ତିଶାଳୀ ହାଇଡ୍ରୋଜେନ ଟ୍ରେନ ଇଂଜିନ ତିଆରି କରିଛି?
କ. ଚୀନ
ଖ. ଭାରତ
ଗ. ଆମେରିକା
ଘ. ଜାପାନ
ଉତ୍ତର:- ଭାରତ
୯. ବିଶ୍ୱର ତୃତୀୟ ନାସନାଲ ମାଇନ୍ସ ମନ୍ତ୍ରୀ ବୈଠକ କେଉଁଠି ଅନୁଷ୍ଠିତ ହୋଇଛି?
କ. ଓଡିଶା
ଖ. ଝାରଖଣ୍ଡ
ଗ. ପଶ୍ଚିମ ବଙ୍ଗ
ଘ. ଆନ୍ଧ୍ର ପ୍ରଦେଶ
ଉତ୍ତର:- ଓଡିଶା
୧୦. ୨୦୨୫ ସୁଦ୍ଧା ସୁକନ୍ୟା ସମୃଦ୍ଧି ଯୋଜନାରେ କେତେ ଆକାଉଣ୍ଟ ଖୋଲାଯାଇଛି?
କ. ୪ କୋଟି
ଖ. ୫ କୋଟି
ଗ. ୩ କୋଟି
ଘ. ୬ କୋଟି
ଉତ୍ତର:- ୪ କୋଟି
୧୧. ଆଞ୍ଜେଲ ୧ ଗ୍ରୁପ ର CEO ଭାବେ ମାର୍ଚ୍ଚ ୨୦୨୫ ରେ କିଏ ନିଯୁକ୍ତି ହେବାକୁ ଯାଉଛନ୍ତି ?
କ. ରାଜେଶ ଶର୍ମା
ଖ. ଅମ୍ବରୀଶ କେଂଘେ
ଗ. ରବି କୁମାର
ଘ. ବିକ୍ରମ ସୋନି
ଉତ୍ତର:- ଅମ୍ବରୀଶ କେଂଘେ
୧୨. ନୂଆ ଦିଲ୍ଲୀରେ ଆୟୋଜିତ ହୋଇଥିବା ସପ୍ତମ ମାରିଟାଇମ କୋଅପରେସନରେ ଭାରତ ସହ କେଉଁ ଦେଶ ଯୋଗଦାନ ଦେଇଥିଲା ?
କ. ଜପାନ
ଖ. ଫ୍ରାନ୍ସ
ଗ. ଆମେରିକା
ଘ. କାନାଡ଼ା
ଉତ୍ତର:- ଫ୍ରାନ୍ସ
୧୩. କେଉଁ ଦେଶ ବିଶ୍ୱର ସର୍ବବୃହତ ଏକ୍ସପ୍ରେସଓଏ ଟନେଲ ତିଆରି କରିଛି?
କ. ସାଉଥ କୋରିଆ
ଖ. ଜାପାନ
ଗ. ଚୀନ
ଘ. ଭାରତ
ଉତ୍ତର:- ଚୀନ
୧୪. କେଉଁ ରାଜ୍ୟରେ ଇଣ୍ଡିଆନ ସସ୍ଟେନବୁଲ ନାଚୁରାଲ ରବର ଇନିସିଏଟିବି ଉଦ୍ଘାଟିତ ହୋଇଛି?
କ. ତାମିଲ ନାଡୁ
ଖ. କର୍ଣ୍ଣାଟକ
ଗ. କେରଳ
ଘ. ଓଡିଶା
ଉତ୍ତର:- କେରଳ