
1. ଭାରତର କେଉଁ ରାଜ୍ୟ ପୋଷ୍ଟାଲ ବିଭାଗ ନିଜ କାମରେ AI କୁ ନିୟୋଜିତ କରିଛି ?
କ. କର୍ଣ୍ଣାଟକ
ଖ. ବିହାର
ଗ. ତାମିଲ ନାଡୁ
ଘ. ମହାରାଷ୍ଟ୍ର
ଉତ୍ତର:- ବିହାର
2. କେଉଁଠି ବିଶ୍ୱ ଇକୋନୋମିକ ଫୋରମ 2025 ଅନୁଷ୍ଠିତ ହୋଇଛି?
କ. ଜେନେଭା
ଖ. ଦାଭୋସ
ଗ. ଜୂରୀଚ
ଘ. ବସେଲ
ଉତ୍ତର:- ଦାଭୋସ
3. 6 ଟି ପଏଣ୍ଟ ଯୋଜନା ମାଧ୍ୟମରେ ଅର୍ଥନୈତିକ ସମ୍ପର୍କ ବଢାଇବା ପାଇଁ କେଉଁ ସଂସ୍ଥା ଭାରତ ସହ ମିଳିତ ହୋଇଛି?
କ. ଏସିଆନ
ଖ. ୟୁରୋପିଆନ ୟୁନିଅନ
ଗ. BRICS
ଘ. G20
ଉତ୍ତର:- ୟୁରୋପିଆନ ୟୁନିଅନ
4. କିଏ ଭାରତ ଓପନ ବାଡ଼ମିଟନ 2025 ରେ MEN ‘S ସିଙ୍ଗିଲ ଟାଇଟେଲ ଜିତିଥିଲେ ?
କ. ଗହ ସ୍ୱଜ଼ଏ ଫେଇ
ଖ. ଆନ ସେ ୟଙ୍ଗ
ଗ. ଭିକ୍ଟର ଆକସେଲସେନ
ଘ. ଜୀଏଙ୍ଗ ଝେନ ବ୍ୟାଙ୍ଗ
ଉତ୍ତର:- ଭିକ୍ଟର ଆକସେଲସେନ
5. ପଞ୍ଚମ ଥର ପାଇଁ କେଉଁ ରାଜ୍ୟ ବିଜୟ ହାଜରେ ଟ୍ରଫି 2024-25 ରେ ପାଇ ରେକର୍ଡ ବନାଇଥିଲା?
କ. ତାମିଲ ନାଡୁ
ଖ. କର୍ଣ୍ଣାଟକ
ଗ. ବିହାର
ଘ. ଆସାମ
ଉତ୍ତର:- କର୍ଣ୍ଣାଟକ
6. କେଉଁ ବ୍ୟାଙ୍କ ଭାରତରେ 20 ଟି ନୂଆ ଶାଖା ଖୋଲିବାକୁ RBI ପାଖରୁ ସ୍ୱୀକୃତି ପ୍ରାପ୍ତ କରିଛି ?
କ. ସିଟି ବ୍ୟାଙ୍କ
ଖ. DBS ବ୍ୟାଙ୍କ
ଗ. HSBC
ଘ. HDFC ବ୍ୟାଙ୍କ
ଉତ୍ତର:- HSBC
7. ଟୀକା ବିକଶିତ କ୍ଷେତ୍ରରେ INSA FELLOWSHIP ସାନମାନରେ କିଏ ସାନମାନୀତ ହୋଇଛନ୍ତି ?
କ. ଡ଼. ଏସ. ସୋମନାଥ
ଖ. ଡ଼. କ୍ରିଷ୍ଣା ଇଲ୍ଲା
ଗ. ଡ଼. ରେଣୁ ସ୍ୱରୂପ
ଘ. ଡ଼. କିରଣ ମଜୁମଦାର
ଉତ୍ତର:- ଡ଼. କ୍ରିଷ୍ଣା ଇଲ୍ଲା
8 . ଆର୍ଥିକ ବର୍ଷ ୨୦୨୫ ପାଇଁ IMF ଦ୍ୱାରା ପ୍ରକାଶିତ କରାଯାଇଥିବା ଭାରତର ଗ୍ରୋଥ ହାର କେତେ ରହିଛି ?
କ. ୬.୭%
ଖ. ୬.୬%
ଗ. ୬.୫%
ଘ. ୭.୫%
ଉତ୍ତର:- ୬.୫%
9. କଫି ଉତ୍ପାଦନ କ୍ଷେତ୍ରରେ ଭାରତ କେତେ ନମ୍ବର ସ୍ଥାନ ଅଧିକାର କରିଛି?
କ. ପଞ୍ଚମ
ଖ. ସପ୍ତମ
ଗ. ତୃତୀୟ
ଘ. ଦଶମ
ଉତ୍ତର:- ସପ୍ତମ
10 . ପୂର୍ବ ଭାରତରେ ପ୍ରଥମ ଆଷ୍ଟ୍ରୋନାମିକାଲ ଅବଜରଭେଟରୀ କେଉଁଠାରେ ଉଦ୍ଘାଟିତ ହୋଇଛି?
କ. ଦାର୍ଜିଲିଂ
ଖ. ପୁରୁଲିଆ
ଗ. ସିଲିଗୁରି
ଘ. କୋଲକାତା
ଉତ୍ତର:- ପୁରୁଲିଆ
11 . ଇଣ୍ଡିଆନ ଓସେନ ରିମ ଆଶ୍ସୋସିଏସନର ସେକ୍ରେଟାରୀ ଜେନେରାଲ ଭାବେ କିଏ ନିଯୁକ୍ତି ପାଇଛନ୍ତି ?
କ. ଶ୍ରୀ ରଞ୍ଜନ କୁମାର
ଖ. ଶ୍ରୀ ସଂଜୀବ ରଞ୍ଜନ
ଗ. ଶ୍ରୀ ଅରବିନ୍ଦ ଘୋଷ
ଘ. ଶ୍ରୀ ଦେବେନ୍ଦ୍ର କୁମାର
ଉତ୍ତର:- ଶ୍ରୀ ସଂଜୀବ ରଞ୍ଜନ
12 . ଜିଓଥରମାଲ ଶକ୍ତିର ବିକାଶ କରିବା ପାଇଁ ଭାରତର କେଉଁ ରାଜ୍ୟ ଆଇସଲାଣ୍ଡ ସହ ପାର୍ଟନର ହୋଇଛି?
କ. ଉତ୍ତରାଖଣ୍ଡ
ଖ. ନାଗାଲାଣ୍ଡ
ଗ. ସିକିମ
ଘ. ଅରୁଣାଚଳ ପ୍ରଦେଶ
ଉତ୍ତର:-ଉତ୍ତରାଖଣ୍ଡ
13 . କେଉଁ ଯୋଜନାରେ ପି ଏମ ମୋଦି ୬୫ ଲକ୍ଷ ସମ୍ପତି କାର୍ଡ ଗ୍ରାମୀଣ ଲୋକଙ୍କୁ ପ୍ରଦାନ କରିଛନ୍ତି?
କ. ପି ଏମ କିସାନ ଯୋଜନା
ଖ. ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା
ଗ. ଡିଜିଟାଲ ଇଣ୍ଡିଆ ଲାଣ୍ଡ ରେକର୍ଡ ମର୍ଡନାଇଜେସନ ପ୍ରୋଗ୍ରାମ
ଘ. ସ୍ୱମୀତ ଯଜମା
ଉତ୍ତର:- ସ୍ୱମୀତ ଯୋଜନା