
୧. କିଏ ଜାନୁଆରୀ ୨୦,୨୦୨୫ ଓଡିଶା ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ?
କ. ନ୍ୟାୟାଧୀଶ ରାଜେଶ ଶର୍ମା
ଖ. ନ୍ୟାୟାଧୀଶ ଅରିନ୍ଦମ ସିହ୍ନା
ଗ. ନ୍ୟାୟାଧୀଶ ରମେଶ କୁମାର
ଘ. ନ୍ୟାୟାଧୀଶ ମନୀଷ କୁମାର
ଉତ୍ତର:- ନ୍ୟାୟାଧୀଶ ଅରିନ୍ଦମ ସିହ୍ନା
୨. ୨୦ ତମ ଏନଡିଆରଏଫ ଦିବସ କେବେ ପାଳନ କରାଯାଇଛି ?
କ. ଜାନୁଆରୀ ୧୯
ଖ. ଜାନୁଆରୀ ୨୦
ଗ. ଜାନୁଆରୀ ୨୧
ଘ. ଜାନୁଆରୀ ୨୨
ଉତ୍ତର:- ଜାନୁଆରୀ ୧୯
୩. ଗୋପାଳପୁରରେ ସଫଳତାର ସହ ପରୀକ୍ଷଣ କରାଯାଇଥିବା ମିସାଇଲ ଭାର୍ଗବାସ୍ତ୍ର କୁ କେଉଁ କମ୍ପାନୀ ଦ୍ୱାରା ବିକାଶ କରାଯାଇଛି ?
କ. ଭାରତ ଡାଇନାମିକସ ଲିମିଟେଡ଼
ଖ. ହିନ୍ଦୁସ୍ତାନ ଏରୋନଈଟିକ୍ସ ଲିମିଟେଡ଼
ଗ. ଇକୋନୋମିକସ ଏକ୍ସପ୍ଲସିଭସ ଲିମିଟେଡ଼
ଘ. ଏଲ ଆଣ୍ଡ ଟି
ଉତ୍ତର:- ଇକୋନୋମିକସ ଏକ୍ସପ୍ଲସିଭସ ଲିମିଟେଡ଼
୪. ପ୍ରତିବର୍ଷ କକବୋରକ ଦିବସ କେବେ ପାଳନ କରାଯାଏ ?
କ. ଜାନୁଆରୀ ୧୯
ଖ. ଜାନୁଆରୀ ୨୦
ଗ. ଜାନୁଆରୀ ୧୮
ଘ. ଜାନୁଆରୀ ୨୧
ଉତ୍ତର:- ଜାନୁଆରୀ ୧୯
୫. ଇଣ୍ଡିଆନ ବ୍ୟାଙ୍କର ଏମ ଡି ଆଣ୍ଡ ସିଇଓ କିଏ ବନିଛନ୍ତି ?
କ. ଅତୁଳ କୁମାର ଗୋଏଲ
ଖ. ଦୀନେଶ କୁମାର ଖର
ଗ. ବିନୋଦ କୁମାର
ଘ. ସନ୍ଦୀପ ବକ୍ସି
ଉତ୍ତର:- ବିନୋଦ କୁମାର
୬. କିଏ ପୁନର୍ବାର ପ୍ରଧାନ ମନ୍ତ୍ରୀ ସଂଗ୍ରହାଳୟ ଏବଂ ପୁସ୍ତକାଗାର କାର୍ଯ୍ୟନିର୍ବାହୀ ପରିଷଦର ଅଧକ୍ଷ୍ୟ ଭାବେ ନିଯୁକ୍ତି ପାଇଛନ୍ତି ?
କ. ରାଜୀବ କୁମାର
ଖ. ସ୍ମୃତି ଇରାନୀ
ଗ. ନିରପେନ୍ଦ୍ର ମିଶ୍ର
ଘ. ସୟଦ ଅତ ହସନେନ
ଉତ୍ତର:- ନିରପେନ୍ଦ୍ର ମିଶ୍ର
୭. ନାସନାଲ ବ୍ରଡ଼ବ୍ୟାଣ୍ଡ ମିଶନ ୨.୦ ର ମୁଖ୍ୟ ଲକ୍ଷ୍ୟ କଣ?
କ. ଭାରତରେ 5G ନେଟୱର୍କର ବିସ୍ତାର
ଖ. ଭାରତର ବଳକା ୧.୭ ଲକ୍ଷ ଗାଁ କୁ ବ୍ରଡ଼ବ୍ୟାଣ୍ଡ ଯୋଗାଇବା
ଗ. ଜାତୀୟ ୱାଇଫାଇ ଆରମ୍ଭ କରିବା
ଘ. 4G ନେଟୱର୍କ ର ବିସ୍ତାର
ଉତ୍ତର:- ଭାରତର ବଳକା ୧.୭ ଲକ୍ଷ ଗାଁ କୁ ବ୍ରଡ଼ବ୍ୟାଣ୍ଡ ଯୋଗାଇବା
୮. FICCI ଅନୁସାରେ ଆର୍ଥିକ ବର୍ଷ ୨୦୨୪-୨୦୨୫ GDP କେତେ ରହିବ ?
କ. ୬.୪ %
ଖ. ୭.୫%
ଗ. ୬.୫%
ଘ. ୮.୦%
ଉତ୍ତର:-୬.୪%
୯. କିଏ BCCI ର ନୈତିକ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି ?
କ. ଜଷ୍ଟିସ ଅରୁଣ ମିଶ୍ର
ଖ. ଜଷ୍ଟିସ ସଂଜୀବ ଖାନ୍ନା
ଗ. ଜଷ୍ଟିସ ଏନ. ସନ୍ତୋଷ ହେଗଡେ
ଘ. ଜଷ୍ଟିସ ଆର. ବାଣୁମାଠି
ଉତ୍ତର:- ଜଷ୍ଟିସ ଅରୁଣ ମିଶ
ଅଧିକ ଜାଣିବା ପାଇଁ – Current Affairs
୧୦. ଜାନୁଆରୀ ୧୭,୨୦୨୫ ସୁଦ୍ଧା ସୁପ୍ରିମ କୋର୍ଟର ନ୍ୟାୟିକ ସାମର୍ଥ୍ୟ କେତେ ହୋଇଛି ?
କ. ୩୧
ଖ. ୩୨
ଗ. ୩୩
ଘ. ୩୪
ଉତ୍ତର:- ୩୩
୧୧. ବ୍ଲୁ ଅରିଜିନ ଏରୋସ୍ପେସ ର ପ୍ରତିଷ୍ଠାତା କିଏ ?
କ. ଏଲନ ମସ୍କ
ଖ. ଜେଫ ବେଯୋଶ
ଗ. ରିଚାର୍ଡ ବ୍ରାଂସନ
ଘ. ଜନ ଗ୍ଲେନ
ଉତ୍ତର:- ଜେଫ ବେଯୋଶ
୧୨. ବ୍ଲୁ ଅରିଜିନ ଏରୋସ୍ପେସ କମ୍ପାନୀ ର ନିଉ ଗ୍ଲେନ ରକେଟ କାହା ନାମରେ ନାମିତ କରାଯାଇଛି ?
କ. ଏଲନ ମସ୍କ
ଖ. ଜେଫ ବେଯୋଶ
ଗ. ରିଚାର୍ଡ ବ୍ରାଂସନ
ଘ. ଜନ ଗ୍ଲେନ
ଉତ୍ତର:- ଜନ ଗ୍ଲେନ