
ଜାତୀୟ ଖବର :-
1. କେଉଁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି ?
କ. ମଣିପୁର
ଖ. ଆସାମ
ଗ. ସିକିମ
ଘ. ମିଜୋରାମ
ଉତ୍ତର :- ମଣିପୁର
2. କେଉଁ ରାଜ୍ୟରେ “ହର ଖେତ ସ୍ଵସ୍ଥ ଖେତ ” କୁ ଲଞ୍ଚ କରାଯାଇଛି ?
କ. ଆସାମ
ଖ. ପଞ୍ଜାବ
ଗ. ହରିୟାଣା
ଘ. ଗୁଜୁରାଟ
ଉତ୍ତର :- ହରିୟାଣା
3. ଫେବୃଆରୀ 2025 ରେ କେଉଁ କମ୍ପାନୀ ସହ ଭାରତୀ ଏୟାର ଟେଲ ପାର୍ଟନରସିପ କରି 5G ଓୟାରଲେସ ଆକ୍ସେସ କୁ ବଢ଼ାଇଛି ?
କ. ସାମସଂଗ
ଖ. ରେଡ଼ମି
ଗ. ନୋକିଆ
ଘ. ଏରିକସୋନ
ଉତ୍ତର :- ନୋକିଆ
4. କିଏ ଜାନୁଆରୀ 2025 ରେ ICC ମେନ ର “ପ୍ଲେୟାର ଅଫ ଦି ମଂଥ ” ସଂମ୍ମାନ ଜିତିଛି ?
କ. ଯଶପ୍ରୀତ ବୁମରାହା
ଖ. ଓ଼ଲ୍ଲି ପୋପ
ଗ. ଯମେଲ ବାରିକନ
ଘ. ଜୋଶ ହଜେଲ୍ଉଡ଼
ଉତ୍ତର :- ଯମେଲ ବାରିକନ
5. କିଏ ଜାନୁଆରୀ ମାସରେ ICC ମହିଳା “ପ୍ଲେୟାର ଅଫ ଦି ମଂଥ ” ସଂମ୍ମାନ ଜିତିଛନ୍ତି ?
କ. ମିଥାଲି ରାଜ
ଖ. ବେଦ କୃଷ୍ନାମୁର୍ତୀ
ଗ. ବେଥ ମୂନି
ଘ. ପୁର୍ଣିମା ରାଓ
ଉତ୍ତର :- ବେଥ ମୂନି
6. ବ୍ୟାନ କରାଯାଇଥିବା ମହିଳା କ୍ରିକେଟର ଶୋଲି ଅଖତାର କେଉଁ ଦେଶର ଖେଳାଳି ?
କ. ପାକିସ୍ତାନ
ଖ. ବାଂଲାଦେଶ
ଗ. ଅଷ୍ଟ୍ରେଲିଆ
ଘ. ଇଂଲଣ୍ଡ
ଉତ୍ତର :- ବାଂଲାଦେଶ
7. କିଙ୍ଗ ଏଡ଼ୱାର୍ଡ଼ ମେମୋରିଆଲ ଭବନ ର ନାମ କୁ ପରିବର୍ତ୍ତନ କରି କଣ ରଖାଯାଇଛି ?
କ. ସର୍ଦାର ପଟେଲ ସ୍ମାରକ
ଖ. ସ୍ୱାମୀ ବିବେକାନନ୍ଦ ଭବନ
ଗ. ମହର୍ଷି ଦୟାନନ୍ଦ ବିଶ୍ରାନ୍ତ ଗୃହ
ଘ. ରାଜା ରାମ ମୋହନ ଭବନ
ଉତ୍ତର :- ମହର୍ଷି ଦୟାନନ୍ଦ ବିଶ୍ରାନ୍ତ ଗୃହ
8. କାନାରା ବ୍ୟାଙ୍କର ଚିଫ ଇକୋନମିଷ୍ଟ ଭାବେ କାହାକୁ ନିଯୁକ୍ତି କରାଯାଇଛି ?
କ. ଡ଼. ରମେଶ ଶର୍ମା
ଖ. ଡ଼. ରାଜୀବ କୁମାର
ଗ. ଡ଼. ମାଧବନ କୁତ୍ତି ଜି
ଘ. ଡ଼. ଅନିତା ଶର୍ମା
ଉତ୍ତର :- ଡ଼. ମାଧବନ କୁତ୍ତି ଜି
9. ” ଆଇ ଆମ ଏ ସୋଲଯରସ ୱାଇଫ :ଦି ଲାଇଫ ଆଣ୍ଡ ଲଭ ଅଫ ଟୋନି ଲିଡର” ବହିର ଲେଖକ କିଏ ?
କ. ଉପେନ୍ଦ୍ର ଦ୍ବିବେଦୀ
ଖ. ଗୀତିକା ଲିଡର
ଗ. ଟୋନି ଲିଡର
ଘ. ବ୍ରିଗେଡିଆର ଏଲ ଏସ ଲିଡର
ଉତ୍ତର :- ଗୀତିକା ଲିଡର
ଆନ୍ତର୍ଜାତିକ ଖବର :-
10. ବନଆତୁ ର ନୂଆ ପ୍ରଧାନ ମନ୍ତ୍ରୀ ଭାବେ କିଏ ନିର୍ବାଚିତ ହୋଇଛନ୍ତି ?
କ. ବବ ଲଘମାନ
ଖ. ରେଳପ ର୍ରେଗେଂଭାନୁ
ଗ. ଚାର୍ଲଟ ଶଲବାଇ
ଘ. ଯଥାମ ନପାତ
ଉତ୍ତର :- ଯଥାମ ନପାତ
11. ଏସିଆର ପ୍ରଥମ 20 ଟି ରିଚ ପରିବାର ମଧ୍ୟରେ କେଉଁ ପରିବାର ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି ?
କ. ଲୀ ପରିବାର
ଖ. କ୍ଵକ ପରିବାର
ଗ. ଅମ୍ବାନୀ ପରିବାର
ଘ. ଆଦାନି ପରିବାର
ଉତ୍ତର :- ଅମ୍ବାନୀ ପରିବାର
12. ମାର୍ଚ୍ଚ ମାସରେ ଭାରତର ଫିଫା ଉଇଣ୍ଡୋ ମ୍ୟାଚ କେଉଁଠି ଅନୁଷ୍ଠିତ କରାଯିବ ?
କ. ବେଙ୍ଗାଳୁରୁ
ଖ. କୋଲକାତା
ଗ. ମୁମ୍ବାଇ
ଘ. ଶିଲଙ୍ଗ
ଉତ୍ତର :- ଶିଲଙ୍ଗ