
ଜରୁରୀ ଦିବସ :-
1. ଜାତୀୟ ମହିଳା ଦିବସ କେବେ ପାଳନ କରାଯାଏ ?
କ. ଫେବୃଆରୀ 10
ଖ. ଫେବୃଆରୀ 11
ଗ. ଫେବୃଆରୀ 13
ଘ. ଫେବୃଆରୀ 12
ଉତ୍ତର :- ଫେବୃଆରୀ 13
2. ପୁଲବାମା ଆତଙ୍କ ଦିବସ କେବେ ପାଳନ କରାଯାଏ ?
କ. ଫେବୃଆରୀ 10
ଖ. ଫେବୃଆରୀ 11
ଗ. ଫେବୃଆରୀ 13
ଘ. ଫେବୃଆରୀ 14
ଉତ୍ତର :- ଫେବୃଆରୀ 14
ଖେଳ ଖବର :-
3. 38 ତମ ନେସନାଲ ଗେମ୍ସ ରେ ଓଡିଶା କୁ କେତୋଟି ପଦକ ମିଳିଛି ?
କ. 50
ଖ. 46
ଗ. 45
ଘ. 58
ଉତ୍ତର :- 46
4. ଉତ୍ତରାଖଣ୍ଡରେ ଆୟୋଜିତ ହୋଇଥିବା 38 ତମ ନାସନାଲ ଗେମ୍ସ ରେ କେଉଁ ସଂସ୍ଥା ସର୍ବାଧିକ ପଦକ ଜିତିଛି ?
କ. ଭାରତୀୟ ସେନାବାହିନୀ
ଖ. ଭାରତୀୟ ରେଳବାଇ
ଗ. ସର୍ଭିସ ସ୍ପୋର୍ଟ୍ସ କଣ୍ଟ୍ରୋଲ ବୋର୍ଡ
ଘ. ପଞ୍ଜାବ ସ୍ପୋର୍ଟ୍ସ ଡିପାର୍ଟମେଣ୍ଟ
ଉତ୍ତର :- ସର୍ଭିସ ସ୍ପୋର୍ଟ୍ସ କଣ୍ଟ୍ରୋଲ ବୋର୍ଡ
5. 2025 ରେ ଥାଇଲାଣ୍ଡର ଆୟୋଜିତ ହୋଇଥିବା ପାରା ଆରଚେରୀ ଏସିଆ କପି ରେ ଭାରତ କେତୋଟି ପଦକ ଜିତିଛି ?
କ. 5
ଖ. 10
ଗ. 8
ଘ. 12
ଉତ୍ତର :- 12
ଜାତୀୟ ଖବର :-
6. ରିଲାଏନ୍ସ ଗ୍ରାହକ ଉତ୍ପାଦ ଦ୍ୱାରା ସମ୍ପ୍ରତି ଲଞ୍ଚ ହୋଇଥିବା ସ୍ପୋର୍ଟ୍ସ ପାନୀୟର ନାମ କ’ଣ?
କ. ହାଇଡ୍ରେଟ ପ୍ଲସ
ଖ. ପାୱାର ପ୍ଲେ
ଗ. ସ୍ପିନର
ଘ. ସ୍ପୋରଟି ଫୀଜ଼
ଉତ୍ତର :- ସ୍ପିନର
7. 2025-26 ପାଇଁ କିଏ ICAI ର ପ୍ରେସିଡେଣ୍ଟ ଭାବେ ନିଯୁକ୍ତି ହୋଇଛନ୍ତି ?
କ. ଚରଣଜୋତ ସିଂ ନନ୍ଦ
ଖ. ଅଙ୍କିତ ତଲତି
ଗ. ରାକେଶ ସେହଗଲ
ଘ. ଅତୁଳ କୁମାର ଗୁପ୍ତା
ଉତ୍ତର :- ଚରନଜୋତ ସିଂ ନନ୍ଦ
8. କେଉଁ ରାଜ୍ୟରେ ନୂଆ ଲେଦର ଏବଂ ଫୂଟଉଇଅର ପଲିସି କରାଯାଇଛି ?
କ. ଉତ୍ତର ପ୍ରଦେଶ
ଖ. ମଧ୍ୟ ପ୍ରଦେଶ
ଗ. ଓଡିଶା
ଘ. ଗୁଜୁରାଟ
ଉତ୍ତର :- ଉତ୍ତର ପ୍ରଦେଶ
ଆନ୍ତର୍ଜାତିକ ଖବର :-
9. R-37M ମିସାଇଲ କେଉଁ ଦେଶ ତିଆରି କରିଛି ?
କ. ଅଷ୍ଟ୍ରେଲିଆ
ଖ. ଭାରତ
ଗ. ଫ୍ରାନ୍ସ
ଘ. ଋଷିଆ
ଉତ୍ତର :- ଋଷିଆ
10. 2025 ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମିଟ କୁ କେଉଁ ଦେଶ ଆୟୋଜିତ କରିଛି ?
କ. ଆମେରିକା
ଖ. ରୂସଷିଆ
ଗ. ଫ୍ରାନ୍ସ
ଘ. ଭାରତ
ଉତ୍ତର :- ଫ୍ରାନ୍ସ
11. କନଷ୍ଟାଣ୍ଟାଇନ୍ ଟାସୋଲାସ୍ କେଉଁ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ?
କ. ଫିନଲାଣ୍ଡ
ଖ. ଗ୍ରୀସ
ଗ. ମିଶ୍ର
ଘ. ଆର୍ଜେଣ୍ଟିନା
ଉତ୍ତର :- ଗ୍ରୀସ
12. କିଏ ICC ଚମ୍ପିୟାନ ଟ୍ରଫି 2025 ର ଜଣେ ଆଂମ୍ବାସାଡର ନୁହନ୍ତି ?
କ. ଶିଖର ଧାୱନ
ଖ. ଟିମ ସାଉଥି
ଗ. ମହେନ୍ଦ୍ର ସିଂ ଧୋନି
ଘ. ଶେନ ବାଟସନ
ଉତ୍ତର :- ମହେନ୍ଦ୍ର ସିଂ ଧୋନି
13. କେଉଁ ଦେଶଟି ଭାରତର ନୂତନ କନସୁଲେଟ୍ ଭାବରେ ଉଦ୍ଘାଟିତ ହୋଇଥିଲା?
କ. ଆର୍ଜେଣ୍ଟିନା
ଖ. ଫ୍ରାନ୍ସ
ଗ. ସାଉଦି ଅରବିଆ
ଘ. ସୋମାଲିଆ
ଉତ୍ତର :- ଫ୍ରାନ୍ସ
14. ସାମାଜିକ ବିକାଶ କମିଶନର 63ତମ ଅଧିବେଶନ କେଉଁଠାରେ ଅନୁଷ୍ଠିତ ହୋଇଥିଲା?
କ. ଜେନେଭା
ଖ. ଆର୍ଜେଣ୍ଟିନା
ଗ. ନିୟୁ ୟର୍କ
ଘ. ଫ୍ରାନ୍ସ
ଉତ୍ତର :- ନିୟୁ ୟର୍କ