
Important Days :
୧. ଇଣ୍ଟରନେଟ ସୁରକ୍ଷା ଦିବସ କେବେ ପାଳନ କରାଯାଏ?
କ. ୬ ଫେବୃଆରୀ
ଖ. ୫ ଫେବୃଆରୀ
ଗ. ୩ ଫେବୃଆରୀ
ଘ. ୪ ଫେବୃଆରୀ
ଉତ୍ତର:- ୬ ଫେବୃଆରୀ
୨. ଅନ୍ତର୍ଜାତୀୟ ହ୍ୟୁମାନ ଫାଟରନିଟି ଦିବସ କେବେ ପାଳନ କରାଯାଏ?
କ. ୩ ଫେବୃଆରୀ
ଖ. ୫ ଫେବୃଆରୀ
ଗ. ୪ ଫେବୃଆରୀ
ଘ. ୬ ଫେବୃଆରୀ
ଉତ୍ତର:- ୪ ଫେବୃଆରୀ
୩. ବିଶ୍ୱ ଇଣ୍ଟର୍ଫେଥ ହାର୍ମୋନି ସପ୍ତାହ କେବେ ପାଳନ କରାଯାଏ?
କ. ଫେବୃଆରୀ ୧-୮
ଖ. ଫେବୃଆରୀ ୧-୭
ଗ. ଫେବୃଆରୀ ୨-୮
ଘ. ଜାନୁଆରୀ ୨୫-୩୧
ଉତ୍ତର:- ଫେବୃଆରୀ ୧-୭
National Current Affairs :
୪. ଗୁଜୁରାଟର ପ୍ରଥମ ବାଇଓଡାଇଭରସିଟି ହେରିଟେଜ ସାଇଟ ଗୁଣେରି ଗାଁ କେଉଁ ଜିଲ୍ଲା ରେ ଅବସ୍ଥିତ ?
କ. କଚ
ଖ. ସୁରଟ
ଗ. ଅହମଦାବାଦ
ଘ. ଭଦୋଦରା
ଉତ୍ତର:- କଚ
୫. ଭାରତର ପ୍ରଥମ ଧଳା ବାଘ ପ୍ରଜନନ କେନ୍ଦ୍ର କେଉଁ ରାଜ୍ୟରେ ଅବସ୍ଥିତ?
କ. ଗୁଜୁରାଟ
ଖ. ମଧ୍ୟ ପ୍ରଦେଶ
ଗ. ମହାରାଷ୍ଟ୍ର
ଘ. ଗୋଆ
ଉତ୍ତର:- ମଧ୍ୟ ପ୍ରଦେଶ
୬. କେଉଁ ରାଜ୍ୟରେ UCC କୁ ଲାଗୁ କରିବା ପୂର୍ବରୁ ଏକ ପାନେଲ ଗଠନ କରାଯାଇଛି?
କ. ଉତ୍ତର ପ୍ରଦେଶ
ଖ. ରାଜସ୍ଥାନ
ଗ. ଗୁଜୁରାଟ
ଘ. ଗୋଆ
ଉତ୍ତର:- ଗୁଜୁରାଟ
୭. ପିରିଅଡିକ ଲେବର ଫୋର୍ସ ସର୍ଭେ ଅନୁଯାଇ ଭାରତର ବେକାରୀ ହାର କେତେ?
କ. ୪.୫%
ଖ. ୩.୮%
ଗ. ୩.୨%
ଘ. ୫%
ଉତ୍ତର:- ୩.୨%
୮. ହଜ ତୀର୍ଥଯାତ୍ରୀଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା କେଉଁ ପଦକ୍ଷେପ ନିଆଯାଇଛି?
କ. ହଜ ସୁବିଧା ଆପ
ଖ. ହଜ ସହାୟତା ପୋର୍ଟାଲ
ଗ. ପିଲଗ୍ରିମ ଆଶିଷ୍ଟ ଆପ
ଘ. ହଜ କନେକଟ ସର୍ଭିସ
ଉତ୍ତର:- ହଜ ସୁବିଧା ଆପ
୯. ମହାରାଷ୍ଟ୍ର ସରକାର ଉଭୟ ସରକାରୀ ଏବଂ ଅର୍ଦ୍ଧସରକାରୀ ଅଫିସିଆଲ ଭାଷା ଭାବେ କେଉଁ ଭାଷାକୁ ବାଧ୍ୟତାମୂଳକ କରିଛନ୍ତି?
କ. ହିନ୍ଦୀ
ଖ. ମରାଠୀ
ଗ. ଇଂଲିଶ
ଘ. ଓଡ଼ିଆ
ଉତ୍ତର:- ମରାଠୀ
୧୦. କେଉଁ ରାଜ୍ୟରେ ହ୍ୱାଟ୍ସ-ଆପ୍ ଆଧାରିତ ସରକାରୀ ପ୍ଲାଟଫର୍ମ ‘ମନ ମିତ୍ର’ ଲଞ୍ଚ ହୋଇଛି?
କ. ଓଡିଶା
ଖ. ଆନ୍ଧ୍ର ପ୍ରଦେଶ
ଗ. ଗୁଜୁରାଟ
ଘ. ତାମିଲ ନାଡୁ
ଉତ୍ତର:- ଆନ୍ଧ୍ର ପ୍ରଦେଶ
Budget Current Affairs :
୧୧. କେନ୍ଦ୍ରୀୟ ବଜେଟରେ AI ପାଇଁ କେତେ କୋଟି ଅନୁମୋଦନ କରାଯାଇଛି?
କ. ୪୦୦ କୋଟି
ଖ. ୫୦୦ କୋଟି
ଗ. ୭୦୦ କୋଟି
ଘ. ୩୦୦ କୋଟି
ଉତ୍ତର:- ୫୦୦ କୋଟି
୧୨. କେନ୍ଦ୍ରୀୟ ବଜେଟରେ ଜଳ ଜୀବନ ମିଶନ ପାଇଁ କେତେ କୋଟି ଅନୁମୋଦନ କରାଯାଇଛି?
କ. ୬୫୦୦୦ କୋଟି
ଖ. ୫୫୦୦୦ କୋଟି
ଗ. ୭୦୦୦୦ କୋଟି
ଘ. ୬୭୦୦୦ କୋଟି
ଉତ୍ତର:- ୬୭୦୦୦ କୋଟି
୧୩. କେନ୍ଦୀୟ ବଜେଟ ୨୦୨୫-୨୬ ରେ କେଉଁ ରାଜ୍ୟର ରେଳବାଇ ପ୍ରୋଜେକ୍ଟ ପାଇଁ ୨୩୭୭୮ କୋଟି ଅନୁମୋଦନ କରାଯାଇଛି?
କ. ଗୁଜୁରାଟ
ଖ. ମହାରାଷ୍ଟ୍ର
ଗ. ଓଡିଶା
ଘ. ଉତ୍ତର ପ୍ରଦେଶ
ଉତ୍ତର:- ମହାରାଷ୍ଟ୍ର
Misc :
୧୪. ଗୋପାଳ ଭିତ୍ତଲ ଚେୟାର ମ୍ୟାନ ବନିଥିବା GSMA ର ହେଡ଼ ଅଫିସ୍ କେଉଁଠି ଅବସ୍ଥିତ?
କ. ଲଣ୍ଡନ
ଖ. ପ୍ୟାରିସ
ଗ. ବର୍ଲିନ
ଘ. ନିୟୁର୍କ
ଉତ୍ତର:- ଲଣ୍ଡନ
୧୫. ବେଲଜିୟମର ନୂଆ ପ୍ରଧାନ ମନ୍ତ୍ରୀ ଭାବେ କିଏ ନିର୍ବାଚିତ ହୋଇଛନ୍ତି?
କ. ଚାର୍ଲସ ମାଇକେଲ
ଖ. ଆଲେକ୍ଜାଣ୍ଡାର ଡି କୃ
ଗ. ୱିଲିଅ ଡି ରୂପୋ
ଘ. ବାର୍ତ୍ତ ଡି ଉଇଭର
ଉତ୍ତର:- ବାର୍ତ୍ତ ଡି ଉଇଭର