
କେନ୍ଦ୍ରୀୟ ବଜେଟ :-
୧. ଓଡ଼ିଶାର ରେଳବାୟ ପାଇଁ କେନ୍ଦ୍ରୀୟ ବଜେଟ ରେ କେତେ କୋଟି ଅନୁମୋଦନ କରାଯାଇଛି?
କ. ୮୫୦୦ କୋଟି
ଖ. ୧୦୫୯୯ କୋଟି
ଗ. ୫୦୦୦ କୋଟି
ଘ. ୧୨୦୦୦ କୋଟି
ଉତ୍ତର:- ୧୦୫୯୯ କୋଟି
୨. ଭାରତ ସରକାରଙ୍କ ଦ୍ୱାରା ଛୋଟ ମଡ୍ୟୁଲାର ରିଆକ୍ଟର ବିକାଶ ପାଇଁ ଘୋଷଣା କରାଯାଇଥିବା ମିଶନର ନାମ କ’ଣ?
କ. ଆତ୍ମନିର୍ଭର ନିଉକ୍ଳିଅର ମିଶନ
ଖ. ନିଉକ୍ଳିଅର ଏନର୍ଜି ମିଶନ
ଗ. ସସଟନେଏବଲ ଆଟମିକ ଏନର୍ଜି ପ୍ଲାନ
ଘ. ଗ୍ରୀନ ଏନର୍ଜି ନିୖକ୍ଳିଅର ପ୍ଲାନ
ଉତ୍ତର:- ନିଉକ୍ଲିଅର ଏନର୍ଜି ମିଶନ
୩. ପି. ଏମ. ଧନ ଧାନ୍ୟ କୃଷି ଯୋଜନା ମାଧ୍ୟମରେ ନୂଆ ୟୁରିଆ ପ୍ଲାଣ୍ଟ କୁ କେଉଁଠି ସ୍ଥାପିତ କରାଯିବ?
କ. ବିହାର
ଖ. ଆସାମ
ଗ. ଉତ୍ତର ପ୍ରଦେଶ
ଘ. ଗୁଜୁରାଟ
ଉତ୍ତର:- ଆସାମ
୪. ପି.ଏମ. ଧନ ଧାନ୍ୟ କୃଷି ଯୋଜନା କାହା ଉପରେ ପ୍ରାଧାନ୍ୟ ଦିଏ?
କ. ମାନୁଫାକଚରିଂ
ଖ. କୃଷି
ଗ. ଶିକ୍ଷା
ଘ. ଟେକ୍ନୋଲୋଜି
ଉତ୍ତର:- କୃଷି
୫. କେଉଁ ଡାଲି ଜାତୀୟ ଶସ୍ୟକୁ ବେଶୀ ଉତ୍ପାଦନ ପାଇଁ କେନ୍ଦ୍ରୀୟ ବଜେଟରେ ‘ମିଶନ ଆତ୍ମନିର୍ଭରତା ଇନ ପାଲ୍ସେସ’କୁ ଆରମ୍ଭ କରାଯାଇଛି?
କ. ମୁଗ,ଚଣା,ରାଜମା
ଖ. ଟୁର,ଉରଡ,ମସୁର
ଗ. ସୋରିଷ,ବାର୍ଲି,ଯଅ
ଘ. ଗହମ,ବାର୍ଲି,ଧାନ
ଉତ୍ତର:- ଟୁର,ଚଣା,ରାଜମା
୬. ୨୦୨୫-୨୬ ରେ ବିହାରରେ କେଉଁ ଇନିସିଇଟିବ କୁ ଆରମ୍ଭ କରାଯାଇଛି?
କ. ନୂଆ ମଖାନା ବୋର୍ଡ
ଖ. ନୂଆ ଟେକ୍ସଟାଇଲ ପାର୍କ
ଗ. ନୂଆ ପାୱାର ପ୍ଲାଣ୍ଟ
ଘ. ନୂଆ IT Hub
ଉତ୍ତର:- ନୂଆ ମଖାନା ବୋର୍ଡ
୭. କିସାନ କ୍ରେଡିଟ କାର୍ଡ ମାଧ୍ୟମରେ କେତେ ଲୋନ ପ୍ରଦାନ କରାଯିବ ବୋଲି କେନ୍ଦ୍ରୀୟ ବଜେଟ ରେ ଅନୁମୋଦନ କରାଯାଇଛି?
କ. ୨ ଲକ୍ଷ
ଖ. ୪ ଲକ୍ଷ
ଗ. ୫ ଲକ୍ଷ
ଘ. ୩ ଲକ୍ଷ
ଉତ୍ତର:- ୫ ଲକ୍ଷ
୮. କେନ୍ଦ୍ରୀୟ ବଜେଟରେ କଟନ ମିଶନ ପାଇଁ କେତେ କୋଟି ଅନୁମୋଦନ କରାଯାଇଛି?
କ. ୩୫୦ କୋଟି
ଖ. ୨୦୦ କୋଟି
ଗ. ୫୦୦ କୋଟି
ଘ. ୮୫୦ କୋଟି
ଉତ୍ତର:- ୫୦୦ କୋଟି
୯. ଭାରତର ‘ଡିପ ଓସେନ ମିଶନ’ ପାଇଁ କେନ୍ଦ୍ରୀୟ ବଜେଟରେ କେତେ କୋଟି ଅନୁମୋଦନ କରାଯାଇଛି?
କ. ୫୦୦ କୋଟି
ଖ. ୫୫୦ କୋଟି
ଗ. ୬୦୦ କୋଟି
ଘ. ୭୦୦ କୋଟି
ଉତ୍ତର:- ୬୦୦ କୋଟି
୧୦. ପି.ଏମ. ସୂର୍ଯ୍ୟଘର ଯୋଜନା ପାଇଁ କେନ୍ଦ୍ରୀୟ ବଜେଟରେ କେତେ କୋଟି ଅନୁମୋଦନ କରାଯାଇଛି?
କ. ୧୦୦୦୦ କୋଟି
ଖ. ୧୫୦୦୦ କୋଟି
ଗ. ୨୦୦୦୦ କୋଟି
ଘ. ୨୫୦୦୦ କୋଟି
ଉତ୍ତର:- ୨୦୦୦୦ କୋଟି
ଅନ୍ୟାନ୍ୟ ଖବର:-
୧୧. DGCA ସୁରକ୍ଷା ନିୟମ ଉଲଂଘନ ପାଇଁ ଏୟାର ଇଣ୍ଡିଆ ଉପରେ କେତେ ଟଙ୍କା ଜୋରିମାନା ରଖିଛନ୍ତି?
କ. ୨୦ ଲକ୍ଷ
ଖ. ୩୦ ଲକ୍ଷ
ଗ. ୨୫ ଲକ୍ଷ
ଘ. ୩୫ ଲକ୍ଷ
ଉତ୍ତର:- ୩୦ ଲକ୍ଷ
୧୨. ନବୀନ ଚାବଲା କିଏ?odiadarpan
କ. ପୂର୍ବତନ RBI ଗଭର୍ନର
ଖ. ପୂର୍ବତନ ଚିଫ ଇଲେକ୍ସନ କମିଶନର
ଗ. ପୂର୍ବତନ ପି.ଏମ
ଘ. ପୂର୍ବତମ ଗୃହ ମନ୍ତ୍ରୀ
ଉତ୍ତର:- ପୂର୍ବତନ ଚିଫ ଇଲେକ୍ସନ କମିଶନର
୧୩. ଏକୁଭେରୀନ ମିଲିଟାରୀ ଏକ୍ସରସାଇଜ ର କେତେ ନମ୍ବର ଏଡିସନ ଫେବୃଆରୀ ୨୦୨୫ ରେ କରାଯାଇଛି?
କ. ୧୨
ଖ. ୧୩
ଗ. ୧୧
ଘ. ୧୪
ଉତ୍ତର:- ୧୩
୧୪. ଜାନୁଆରୀ ୨୦୨୫ ରେ ମୋଟ କେତେ UPI ଟ୍ରାଞ୍ଜାକ୍ସନ ହୋଇଛି?
କ. ୨୨.୫୦ ଟ୍ରିଲିଆନ
ଖ. ୨୨.୭୫ ଟ୍ରିଲିଆନ
ଗ. ୨୩.୨୫ ଟ୍ରିଲିଆନ
ଘ. ୨୩.୪୮ ଟ୍ରିଲିଆନ
ଉତ୍ତର:- ୨୩.୪୮ ଟ୍ରିଲିଆନ