
ପ୍ରସିଦ୍ଧ ଦିବସ / Current Affairs
1. ବିଶ୍ୱ କର୍କଟ ଦିବସ କେବେ ପାଳନ କରାଯାଏ?
କ. 1 ଫେବୃଆରୀ
ଖ. 2 ଫେବୃଆରୀ
ଗ. 3 ଫେବୃଆରୀ
ଘ. 4 ଫେବୃଆରୀ
ଉତ୍ତର:- 4 ଫେବୃଆରୀ
ଖେଳ ଖବର /Current Affairs :-
2. ଭାରତ ବିଜୟ କରିଥିବା ICC Under -19 ମହିଳା ଟି-20 ବିଶ୍ୱ କପରେ କିଏ ପ୍ଲେଆର ଅଫ ଦି ମ୍ୟାଚ ହୋଇଛନ୍ତି?
କ. ବୈଷ୍ଣବୀ ଶର୍ମା
ଖ. ଗୋଂଗାଡ଼ି ତ୍ରିଶା
ଗ. ନିକି ପ୍ରସାଦ
ଘ. ହ୍ରଳୀନ ଦେଓଲ
ଉତ୍ତର:- ଗୋଂଗାଡ଼ି ତ୍ରିଶା
3. ଶରାଚୀ ରଥ ବେଙ୍ଗଲ ଟାଇଗର ଜିତିଥିବା ଷଷ୍ଠ ପୁରୁଷ ହକି ଇଣ୍ଡିଆ ଲିଗ 2024-25 କେଉଁ ଷ୍ଟାଡିୟମରେ ଖେଳା ଯାଇଥିଲା ?
କ. ଜବାହାରଲାଲ ନେହରୁ ଷ୍ଟାଡିୟମ
ଖ. କଳିଙ୍ଗ ଷ୍ଟାଡିୟମ
ଗ. ସର୍ଦାର ବଲଭଭାଇ ପଟେଲ ଷ୍ଟାଡିୟମ
ଘ. ବିର୍ସା ମୁଣ୍ଡା ଇଣ୍ଟରନେସନାଲ ହକି ଷ୍ଟାଡିୟମ
ଉତ୍ତର:- ବିର୍ସା ମୁଣ୍ଡା ଇଣ୍ଟରନେସନାଲ ହକି ଷ୍ଟାଡିୟମ
4. ଆର. ପ୍ରଜ୍ଞାନନ୍ଦ ଟାଟା ଷ୍ଟିଲ ମାଷ୍ଟର୍ସ 2025 ଟାଇଟେଲରେ କାହାକୁ ହରାଇଛନ୍ତି?
କ. ମାଗ୍ନସ କାର୍ଲ୍ସେନ
ଖ. ଡି. ଗୁକେଶ
ଗ. ଲେଭନ ଆରନିଅଁ
ଘ. ବିଶ୍ୱନାଥନ ଆନନ୍ଦ
ଉତ୍ତର:- ଡି. ଗୁକେଶ
5. ଏସିଆନ ଉଇଂଟର ଗେମ୍ସ 2025 ରେ ଭାରତରୁ କେତେ ଜଣ ଖେଳାଳି ଭାଗ ନେଉଛନ୍ତି?
କ. 50
ଖ. 65
ଗ. 59
ଘ. 75
ଉତ୍ତର:- 59
ବାଣିଜ୍ୟ/Current Affairs :-
6. କେଉଁ ଇନ୍ସଟିଚି଼ୟୁଟ NIT ରାଉରକେଲା ସହ ସହଯୋଗିତା କରିଛି କୋଇଲା ଡଷ୍ଟ ପ୍ରଭାବ ଉପରେ ପଢିବା ପାଇଁ?
କ. IIT ବମ୍ବେ
ଖ. ୟୁନିଭର୍ସିଟି ଅଫ ସଉଥାମପଟନ
ଗ. ହାର୍ଭାର୍ଡ ୟୁନିଭର୍ସିଟି
ଘ. ଷ୍ଟାନଫୋର୍ଡ ୟୁନିଭର୍ସିଟିodiadarpan
ଉତ୍ତର:- ୟୁନିଭର୍ସିଟି ଅଫ ସଉଥାମପଟନ
7. କେଉଁ ଭାରତୀୟ କମ୍ପାନୀ ପ୍ରଥମେ ହାଇଡ୍ରୋଜେନ ପରିବହନ ପାଇଁ ପାଇପ ତିଆରି କରିଛି?
କ. ରିଲିଆନ୍ସ ଇଣ୍ଡଷ୍ଟ୍ରିଜ
ଖ. ଟାଟା ଷ୍ଟିଲ
ଗ. JSW ଷ୍ଟିଲ
ଘ. SAIL
ଉତ୍ତର:- ଟାଟା ଷ୍ଟିଲ
ଅର୍ଥନୀତି /Current Affairs :-
8. ଇକୋନୋମିକ ସର୍ଭେ ଅନୁଯାଇ ୨୦୨୬ ର ବାସ୍ତବ GDP ଗ୍ରୋଥ ରେଟ କେତେ ରହିବ?
କ. ୬%-୬.୫%
ଖ. ୫.୫%-୬%
ଗ. ୬.୩%-୬.୮%
ଘ. ୫%-୫.୫%
ଉତ୍ତର:- ୬.୩%-୬.୮%
9. ୨୦୨୫-୨୬ ୟୁନିଅନ ବଜେଟ ରେ ରେଳବାୟ ପାଇଁ କେତେ କୋଟି ଆକଳନ କରାଯାଇଛି?
କ. ୨.୪୫ ଲକ୍ଷ କୋଟି
ଖ. ୨.୫୨ ଲକ୍ଷ କୋଟି
ଗ. ୨.୦୯ ଲକ୍ଷ କୋଟି
ଘ. ୨.୬୫ ଲକ୍ଷ କୋଟି
ଉତ୍ତର:- ୨.୬୫ ଲକ୍ଷ କୋଟି
ଅନ୍ୟାନ୍ୟ ଖବର / Current Affairs :-
10. କେଉଁ ଆଲବମକୁ ଗ୍ରାମମୀ ସଂମ୍ମାନରେ ସଂମ୍ମାନିତ କରାଯାଇଛି?
କ. ତ୍ରିବେଣୀ
ଖ. ସୋଲ ଅଫ ଇଣ୍ଡିଆ
ଗ. ଏ ଜର୍ଣ୍ଣି ଅଫ ମିଉଜିକ
ଘ. ସାଉଣ୍ଡ ଅଫ ଦି ୟର୍ଥ
ଉତ୍ତର:- ତ୍ରିବେଣୀ
11. ପ୍ରଥମ ଆଫ୍ରିକାନ ଦେଶ ନାଇଜର କେଉଁ ରୋଗକୁ ସମ୍ପୂର୍ଣ ଏଲିମିନେଟ କରିପାରିଛି?
କ. ସ୍ଲିପିଂ ସିକନେସ
ଖ. ରିଭର ବ୍ଲାଇଂଡନେସ
ଗ. ୟେଲୋ ଫିଭର
ଘ. ଡେଙ୍ଗୁ ଫିଭର
ଉତ୍ତର:- ରିଭର ବ୍ଲାଇଂଡନେସ