
୧. କେଉଁ ସହରରେ ଗଳିଆନ ବାରେ ସିନଡ୍ରମ (GBS ) ର କେଶ ବଢି ଚାଲିଛି?
କ. ପୁନେ
ଖ. ଅହମଦାବାଦ
ଗ. ସୁରଟ
ଘ. ବେଙ୍ଗାଳୁରୁ
ଉତ୍ତର:- ପୁନେ
୨. ଜାନୁଆରୀ 27,2025 ରେ କେଉଁ ରାଜ୍ୟରେ ପ୍ରଥମେ UCC ଲାଗୁ କରାଯାଇଛି?
କ. ଉତ୍ତର ପ୍ରଦେଶ
ଖ. ଉତ୍ତରାଖଣ୍ଡ
ଗ. ମଧ୍ୟ ପ୍ରଦେଶ
ଘ. ଗୁଜୁରାଟ
ଉତ୍ତର:- ଉତ୍ତରାଖଣ୍ଡ
୩. କିଏ ଧନଲକ୍ଷ୍ମୀ ବ୍ୟାଙ୍କର ଏକ୍ଜିକୁଟିବ ଡିରେକ୍ଟର ଭାବେ ନିଯୁକ୍ତି ହୋଇଛନ୍ତି?
କ. ବିନୋଦ କୁମାର
ଖ. ପି.ସୁରୀଆରାଜ
ଗ. ଉଦୟ କଟକ
ଘ. ରଂଜିସ କୁମାର
ଉତ୍ତର:- ପି.ସୁରୀଆରାଜ
୪. ନାସନାଲ ଟ୍ୟୁବରକୁଳଶିଷ ଏଲିମିନେସନ ପ୍ରୋଗ୍ରାମ ଦ୍ୱାରା ଭାରତରୁ ଟ୍ୟୁବରକୁଳଶିଷକୁ କେଉଁ ବର୍ଷ ସୁଦ୍ଧା ସମ୍ପୂର୍ଣ ଦୂରେଇବାକୁ ଲକ୍ଷ୍ୟ ରଖିଛି?
କ. 2030
ଖ. 2027
ଗ. 2025
ଘ. 2028
ଉତ୍ତର:- 2025
୫. କେଉଁ ଦୁଇଟି ସହରକୁ ଓଏଟଲାଣ୍ଡ ସହର ଭାବେ ରମସାର କନ୍ଭେସନ ରେ ସାମିଲ କରାଯାଇଛି?
କ. ଇନ୍ଦୋର ଏବଂ ଉଦେଇପୁର
ଖ. ଅହମଦାବାଦ ଏବଂ କୋଲକାତା
ଗ. ଭୋପାଲ ଏବଂ ଯଇସଲାମର
ଘ. କଟକ ଏବଂ ରୋପାର
ଉତ୍ତର:- ଇନ୍ଦୋର ଏବଂ ଉଦେଇପୁର
୬. ଭାରତର କେଉଁ ବ୍ୟାଙ୍କ ପ୍ରଥମେ Clari5 ର NCRP ଇନଟିଗ୍ରେସନ ସାଲୁସନ ଫର ରିଅଲ ଫ୍ରଡ଼ ପ୍ରିଭେନସନ କୁ ଗ୍ରହଣ କରିଛି?
କ. ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ
ଖ. ପଞ୍ଜାବ ନାସନାଲ ବ୍ୟାଙ୍କ
ଗ. HDFC ବ୍ୟାଙ୍କ
ଘ. ECO ବ୍ୟାଙ୍କ
ଉତ୍ତର:- ପଞ୍ଜାବ ନାସନାଲ ବ୍ୟାଙ୍କ
୭. କିଏ ICC Women’s ପ୍ଲେୟାର ଅଫ ଦି ଇଅର 2024 ସଂମ୍ମାନ ରେ ସଂମ୍ମାନିତ ହୋଇଛନ୍ତି?
କ. ଆମେଲୀଆ କେର
ଖ. ସୋଫି ଡିଭାଇନଂ
ଗ. ସ୍ମୃତି ମାନ୍ଧାନ
ଘ. ଆଲୟସା ହିଲେ
ଉତ୍ତର:- ଆମେଲୀଆ କେର
୮. ଅନ୍ତର୍ଜାତୀୟ କ୍ଲିନ ଏନର୍ଜି ଦିବସ କେବେ ପାଳନ କରାଯାଏ ?
କ. ଜାନୁଆରୀ ୨୫
ଖ. ଜାନୁଆରୀ ୨୭
ଗ. ଜାନୁଆରୀ ୨୬
ଘ. ଜାନୁଆରୀ ୨୮
ଉତ୍ତର:- ଜାନୁଆରୀ ୨୭
୯. ଜାତୀୟ ଜିଓଗ୍ରାଫିକ ଦିବସ କେବେ ପାଳନ କରାଯାଏ?
କ. ଜାନୁଆରୀ ୨୬
ଖ. ଜାନୁଆରୀ ୨୪
ଗ. ଜାନୁଆରୀ ୨୭
ଘ. ଜାନୁଆରୀ ୨୮
ଉତ୍ତର:- ଜାନୁଆରୀ ୨୭
୧୦. ବଇଉରୋ ଅଫ ସିଭିଲ ଆଭିଏସନ ସିକୁରିଟି ର ଅତିରିକ୍ତ ଡିରେକ୍ଟର ଜରନେଵାଲା ଭାବେ କିଏ ନିଯୁକ୍ତି ହୋଇଛନ୍ତି?
କ. କିରଣ ବେଦୀ
ଖ. ଅମ୍ରିତ ମୋହନ ପ୍ରସାଦ
ଗ. ବିବେକ ଜହରି
ଘ. ରାକେଶ ଆସ୍ଥାନ
ଉତ୍ତର:- ଅମ୍ରିତ ମୋହନ ପ୍ରସାଦ