
1. ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କର ଆଡ଼ଭାଇଜର ଭାବେ କିଏ ନିଯୁକ୍ତି ହୋଇଛନ୍ତି?
କ. ପ୍ରକାଶ ମିଶ୍ର
ଖ. ସୁରେଶ ଚନ୍ଦ୍ର ମହାପାତ୍ର
ଗ. ନବୀନ ନନ୍ଦ
ଘ. ବିଜୟ ମହାପାତ୍ର
ଉତ୍ତର:- ପ୍ରକାଶ ମିଶ୍ର
2. ଓଡ଼ିଶାର ରାଜ୍ୟ ଇଲେକ୍ସନ କମିଶନର ଭାବେ କିଏ ନିଯୁକ୍ତି ହୋଇଛନ୍ତି?
କ. ର.ବାଳକୃଷ୍ଣ
ଖ. ମଧୁସୂଦନ ପାଢ଼ୀ
ଗ. ନବୀନ ନନ୍ଦ
ଘ. ବିଜୟ ମହାପାତ୍ର
ଉତ୍ତର:- ମଧୁସୂଦନ ପାଢ଼ୀ
3. ଇସ୍ରୋ ର ଡିରେକ୍ଟର ଅଫ ଲୀକୁଡ଼ି ପ୍ରୋପୁଲସନ ସିଷ୍ଟମ ସେଣ୍ଟର ଭାବେ କିଏ ନିଯୁକ୍ତି ହୋଇଛନ୍ତି?
କ. କେ. ସିଭନ
ଖ. ଭି. ନାରାୟଣନ
ଗ. ଏମ. ମୋହନ
ଘ. ଏସ. ରାଧାକୃଷ୍ଣନ
ଉତ୍ତର:- ଏମ. ମୋହନ
4. IDBI ବ୍ୟାଙ୍କର MD ଏବଂ CEO ଭାବେ କିଏ ପୁନର୍ବାର ନିଯୁକ୍ତି ହୋଇଛନ୍ତି?
କ. ରାକେଶ କୁମାର
ଖ. ବିନୋଦ କୁମାର
ଗ. ଉଦୟ କୋଟକ
ଘ. ରମେଶ ଚନ୍ଦ୍ରା
ଉତ୍ତର:- ରାକେଶ କୁମାର
5. କେଉଁ ପୂର୍ବ-ଏସିଆ ଦେଶରେ ପ୍ରଥମେ ସମଲିଙ୍ଗୀ ବିବାହକୁ ଲିଗଲାଇଜ କରାଯାଇଛି ?
କ. ଥାଇଲାଣ୍ଡ
ଖ. ଭିଏତନାମ
ଗ. ମାଲେସିଆ
ଘ. ଚୀନ
ଉତ୍ତର:- ଥାଇଲାଣ୍ଡ
6. କେଉଁ ରାଜ୍ୟରେ ପ୍ରଥମ ଓ଼ଲ୍ଫ ସାଂକଚୁଆରୀ ରହିଛି?
କ. କର୍ଣ୍ଣାଟକ
ଖ. ଆସାମ
ଗ. ମେଘାଳୟ
ଘ. ମିଜୋରାମ
ଉତ୍ତର:- କର୍ଣ୍ଣାଟକ
7. କିଏ ଆୟର୍ଲାଣ୍ଡ ର ପ୍ରଧାନ ମନ୍ତ୍ରୀ ଭାବେ ପୁନର୍ବାର ନିର୍ବାଚିତ ହୋଇଛନ୍ତି?
କ. ମାଇକେଲ ମାର୍ଟିନ
ଖ. ଲିଓ ବରଦକର
ଗ. ଈଏମଂ ରୟଣ
ଘ. ମାରୀ ଲୌ
ଉତ୍ତର:- ମାଇକେଲ ମାର୍ଟିନ
8. FCCI ର 25 ତମ ଆନିଭର୍ସାରିରେ ବ୍ରାଣ୍ଡ ଆମ୍ବାସଡର ଭାବେ କିଏ ନିଯୁକ୍ତି ହୋଇଛନ୍ତି?
କ. ରଣବୀର ସିଂ
ଖ. ଆୟୁଷ୍ମାନ ଖୁରାନା
ଗ. ଆଲିଆ ଭଟ
ଘ. ଭିକି କୌଶଲ
ଉତ୍ତର:- ଆୟୁଷ୍ମାନ ଖୁରାନା
9. କିଏ ICC ମେନ ର ଟେଷ୍ଟ କ୍ରିକେଟର ଅଫ ଦ ଇଅର 2024 ହୋଇଛନ୍ତି?
କ. ରବିଚନ୍ଦ୍ର ଅଶ୍ୱିନ
ଖ. ଯଶପ୍ରୀତ ବୁମରାହ
ଗ. ନେଲ ୱାଗନର
ଘ. ପଟ କୁମମୀନସ
ଉତ୍ତର:- ଯଶପ୍ରୀତ ବୁମରାହ
10. 2025 ଅଷ୍ଟ୍ରେଲିଆ ଓପନ ଫାଇନାଲ ରେ କିଏ ବିଜେତା ହୋଇଛନ୍ତି?
କ. ଯାନିକ ସିନର
ଖ. ଆଲେକ୍ଜାଣ୍ଡାର ଯେବର
ଗ. ସ୍କଲସୱାଲକରଜ
ଘ. କସପ୍ପାର ରୁଡ଼
ଉତ୍ତର:- ଯାନିକ ସିନର
11. କିଏ ICC WOMEN’S ODI କ୍ରିକେଟ ଅଫ ଦି ଇଅର 2024 ବନିଛନ୍ତି?
କ. ସ୍ମୃତି ମାନ୍ଧାନକୁ
ଖ. ମୀଥାଲୀ ରାଜ
ଗ. ଶେଫାଳି ବର୍ମା
ଘ. ହର୍ମନପ୍ରୀତ କର
ଉତ୍ତର:- ସ୍ମୃତି ମାନ୍ଧାନ
12. କାହାକୁ ICC ମେନ ର T20I କ୍ରିକେଟର ଅଫ ଦି ଇଅର ମିଳିଛି?
କ. ଅର୍ଶଦୀପ ସିଂ
ଖ. ହାର୍ଦିକ ପାଣ୍ଡ୍ୟା
ଗ. ସୂର୍ଯ୍ୟକୁମାର ଯାଦବ
ଘ. ଭୁବନେଶ୍ୱର କୁମାର
ଉତ୍ତର:- ଅର୍ଶଦୀପ ସିଂ
13. ୨୦୨୪-୨୦୨୫ Women’s ହକି ଇଣ୍ଡିଆ ଲିଗ ରେ କିଏ ଜିତିଥିଲେ ?
କ. ପଞ୍ଜାବ ପଂଥରସ
ଖ. ଓଡିଶା ୱାରିଅର୍ଶ
ଗ. ହରିୟାଣା ହରିକେନ୍ସ
ଘ. ଦିଲ୍ଲୀ ଦୟାଜଲାଶ
ଉତ୍ତର:- ଓଡିଶା ୱାରିଅର୍ଶ