
୧. ଜାତୀୟ ଭୋଟର ଦିବସ କେବେ ପାଳନ କରାଯାଏ?
କ. ୨୩ ଜାନୁଆରୀ
ଖ. ୨୪ ଜାନୁଆରୀ
ଗ. ୨୫ ଜାନୁଆରୀ
ଘ. ୨୨ ଜାନୁଆରୀ
ଉତ୍ତର:- ୨୫ ଜାନୁଆରୀ
୨. ୨୦୨୫ ପକ୍ଷୀ ଗଣନାରେ କେତେ ମାଇଗ୍ରେଟାରି ପକ୍ଷୀ ଓଡିଶା ଆସିଛନ୍ତି?
କ. ୧୧୦୦୦୦୦
ଖ. ୧୦୮୭୨୨୬
ଗ. ୧୧୨୭୨୨୮
ଘ. ୧୧୭୦୦୦୦
ଉତ୍ତର:- ୧୦୮୭୨୨୬
୩. ୨୦୨୫ ସରୀସୃପ ଗଣନାରେ ଭିତରକନିକା ଜାତୀୟ ଉଦ୍ୟାନରେ କେତୋଟି କୁମ୍ଭୀର ଅଛନ୍ତି?
କ. ୧୮୧୧
ଖ. ୧୮୨୧
ଗ. ୧୮୨୬
ଘ. ୧୮୧୩
ଉତ୍ତର:- ୧୮୨୬
୪. ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ଜଏଣ୍ଟ ସେକ୍ରେଟାରୀ ଭାବେ କିଏ ନିଯୁକ୍ତି ପାଇଛନ୍ତି ?
କ. ମନୋଜ ସାହୁ
ଖ. ରମେଶ କୁମାର
ଗ. ଆଲୋକ ପ୍ରଧାନ
ଘ. ସୁବାସ ମିଶ୍ର
ଉତ୍ତର:- ଆଲୋକ ପ୍ରଧାନ
୫. କିଏ ଭାରତର ସର୍ବଶ୍ରେଷ୍ଠ ଚେସ ଖେଳାଳି ବନିବା ସହ ବିଶ୍ୱର ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି?
କ. ଡି ଗୁକେଶ
ଖ. ବିଶ୍ୱନାଥ ଆନନ୍ଦ
ଗ. ଅର୍ଜୁନ ଏରିଗଇସ
ଘ. ପ୍ରଗନା ନଧ
ଉତ୍ତର:- ଡି ଗୁକେଶ
୬. କେଉଁ ସଂସ୍ଥା ସାଧାରଣ ତନ୍ତ୍ର ଦିବସରେ ରକ୍ଷା କବଚ ଥିମ କୁ ପ୍ରଦର୍ଶନ କରିଛି?
କ. ଇସ୍ରୋ
ଖ. DRDO
ଗ. ଭାରତୀୟ ସେନାବାହିନୀ
ଘ. HAL
ଉତ୍ତର:- DRDO
୭. କିଏ ରିଲିଆନ୍ସ ପାୱାର ର ସିଇଓ ଏବଂ ଏକ୍ଜିକୁଟିବ ଡିରେକ୍ଟର ଭାବେ ନିୟୋଜିତ ହୋଇଛନ୍ତି?
କ. ଅନିଲ ଅମ୍ବାନୀ
ଖ. ନୀରଜ ପରଖ
ଗ. ମୁକେଶ ଅମ୍ବାନୀ
ଘ. ସୁନୀଲ ଭାରତୀ ମିତ୍ତଲ
ଉତ୍ତର:- ନୀରଜ ପରଖ
୮. ଭାରତର ପ୍ରଥମ AI ଆଣ୍ଡ ଇମୋସନାଲ ଇଣ୍ଟେଲଲିଜେଣ୍ଟ ଦ୍ୱାରା କରାଯାଇଥିବା ଫାଶନ ଫୋରକାଷ୍ଟିଙ୍ଗ ପ୍ଲାଟଫର୍ମର ନାମ କଣ?
କ. VisionNxt
ଖ. TrendAI
ଗ. Insights Pro
ଘ. NxtGen
ଉତ୍ତର:- VisionNxt
୯. ସୁବାସ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ପାଇଥିବା INCOIS ର ହେଡକ୍ୱାର୍ଟର କେଉଁଠି ରହିଛି?
କ. ହାଇଦ୍ରାବାଦ
ଖ. ଚେନ୍ନାଇ
ଗ. ନୂଆ ଦିଲ୍ଲୀ
ଘ. ମୁମ୍ବାଇ
ଉତ୍ତର:- ହାଇଦ୍ରାବାଦ
୧୦. କେଉଁଠି ଭାରତର ପ୍ରଥମ CSIR ମେଗା ଇନୋଭେସନ କମ୍ପ୍ଲେକ୍ସ ଉଦ୍ଘାଟିତ ହୋଇଛି?
କ. ନୂଆ ଦିଲ୍ଲୀ
ଖ. ବେଙ୍ଗାଳୁରୁ
ଗ. ହାଇଦ୍ରାବାଦ
ଘ. ମୁମ୍ବାଇ
ଉତ୍ତର:- ମୁମ୍ବାଇ
୧୧. ତେଲେଙ୍ଗାନାର ଅନମ୍ୟାନଡ଼ ଏରିଆଲ ସିଷ୍ଟମ ମାନୁଫାକଚରିଂ ପ୍ଲାଣ୍ଟ ରେ ୮୦୦ କୋଟି ବ୍ୟୟ କରିବାକୁ କେଉଁ କମ୍ପାନୀ MoU ସାକ୍ଷର କରିଛି?
କ. ଟାଟା ଆଡ଼ଭାନ୍ସଡ଼ ସିଷ୍ଟମ
ଖ. JSW
ଗ. HAL
ଘ. ରିଲିଆନ୍ସ ଡିଫେନ୍ସ
ଉତ୍ତର:- JSW
୧୨. କେଉଁ ସହରର ଆର୍ମି ହସ୍ପିଟାଲରେ ଭାରତର ପ୍ରଥମ LVAD ଇମ୍ପ୍ଲାଣ୍ଟସନ ହୋଇଛି?
କ. ମୁମ୍ବାଇ
ଖ. ନୂଆ ଦିଲ୍ଲୀ
ଗ. ଚେନ୍ନାଇ
ଘ. ବେଙ୍ଗଲୁର
ଉତ୍ତର:- ନୂଆ ଦିଲ୍ଲୀ
୧୩. ଏଡେଲମ୍ୟାନ ଟ୍ରଷ୍ଟ ବରମିଟର ରେ ୨୦୨୫ ରେ ଭାରତ କେତେ ନମ୍ବର ସ୍ଥାନ ଅଧିକାର କରିଛି?
କ. ପ୍ରଥମ
ଖ. ଦ୍ୱିତୀୟ
ଗ. ତୃତୀୟ
ଘ. ଚତୁର୍ଥ
ଉତ୍ତର:- ତୃତୀୟ
୧୪. ୨୫ ଜାନୁଆରୀ ୨୦୨୫ ରେ ହିମାଞ୍ଚଳ ପ୍ରଦେଶ କେତେ ନମ୍ବର ଷ୍ଟେଟ ହୁଡ଼ ଦିବସ ପାଳନ କରିଛି?
କ. ୫୫ ତମ
ଖ. ୫୪ ତମ
ଗ. ୫୩ ତମ
ଘ. ୫୬ ତମ
ଉତ୍ତର:- ୫୫ ତମ