
୧. ଜାନୁଆରୀ ୨୧ ,୨୦୨୫ ରେ ଉତ୍ତର-ପୂର୍ବ ଭାରତର କେଉଁ ୩ ଟି ରାଜ୍ୟର ଭିତ୍ତିପ୍ରସ୍ତର ଦିବସ ପାଳନ କରାଯାଏ ?
କ, ନାଗାଲାଣ୍ଡ,ସିକିମ ଓ ଅରୁଣାଚଳ ପ୍ରଦେଶ
ଖ. ମଣିପୁର,ମେଘାଳୟ ଓ ତ୍ରିପୁରା
ଗ. ଅରୁଣାଚଳ ପ୍ରଦେଶ ,ସିକିମ ଓ ମଣିପୁର
ଘ. ଆସାମ,ସିକିମ ଓ ନାଗାଲାଣ୍ଡ
ଉତ୍ତର:- ମଣିପୁର,ମେଘାଳୟ ଓ ତ୍ରିପୁରା
୨. CRPF ର ନୂଆ ମହାନିର୍ଦେଶକ ଭାବେ କିଏ ନିଯୁକ୍ତି ହୋଇଛନ୍ତି?
କ. ରାଜୀବ ରାୟ ଭଟାନଗର
ଖ. ଜ୍ଞାନେନ୍ଦ୍ର ପ୍ରତାପ ସିଂ
ଗ. ଋଷି କୁମାର ଶୁକ୍ଳ
ଘ. କେ. ଦୁର୍ଗା ପ୍ରସାଦ
ଉତ୍ତର:- ଜ୍ଞାନେନ୍ଦ୍ର ପ୍ରତାପ ସିଂ
୩. ଖୋ ଖୋ ବିଶ୍ୱ କପ ରେ ଉଭୟ ପୁରୁଷ ଓ ମହିଳା ଟାଇଟେଲ ଜିତି କେଉଁ ଦେଶ ଇତିହାସ ରଚିଛି ?
କ. ଶ୍ରୀଲଙ୍କା
ଖ. ଭାରତ
ଗ. ଚୀନ
ଘ. ଆମେରିକା
ଉତ୍ତର:- ଭାରତ
୪. ଡୋନାଲଡ ଟ୍ରମ୍ପ ଆମେରିକା ର କେତେ ତମ ରାଷ୍ଟ୍ରପତି ବନିଛନ୍ତି ?
କ. ୪୪ ତମ
ଖ. ୪୫ ତମ
ଗ. ୪୬ ତମ
ଘ. ୪୭ ତମ
ଉତ୍ତର:- ୪୭ ତମ
୫. ସର୍ବବୃହତ ପ୍ରାରମ୍ଭ ଇକୋସିଷ୍ଟମ ଅନୁସାରେ ଭାରତର ସ୍ଥାନ କେତେ?
କ. ପ୍ରଥମ
ଖ. ଦ୍ୱିତୀୟ
ଗ. ତୃତୀୟ
ଘ. ଚତୁର୍ଥ
ଉତ୍ତର:- ତୃତୀୟ
୬. ନିକୋବର ଜିଲ୍ଲା ର କେଉଁ ଉତ୍ପାଦଟିକୁ GI TAG ମିଳିଛି ?
କ. ନିକୋବର ମହୁ
ଖ. ନିକୋବର କଳା ମରିଚ
ଗ. ଭର୍ଜିନ ନଡ଼ିଆ ତେଲ
ଘ. ନିକୋବର ନଡ଼ିଆ କତା ହସ୍ତଶିଳ୍ପ
ଉତ୍ତର:- ଭର୍ଜିନ ନଡ଼ିଆ ତେଲ
୭. କେଉଁ ନୌସେନା ଜାହାଜ ଚତୁର୍ଥ ଏକ୍ସାଇଜ ଲା ପେରସ ରେ ଯୋଗ ଦେଇଛି ?
କ. INS ବିକ୍ରମାଦିତ୍ୟ
ଖ. INS କୋଲକାତା
ଗ. INS ମୁମ୍ବାଇ
ଘ. INS ଚେନ୍ନାଇ
ଉତ୍ତର:- INS ମୁମ୍ବାଇ
୮. କେଉଁ ଶସ୍ୟକୁ ଇସ୍ରୋ କମ୍ପାକ୍ଟ ରିସର୍ଚ୍ଚ ମୋଡି଼ଉଲ ଫର ପ୍ଲାଣ୍ଟ ଷ୍ଟଡ଼ିଜ ମାଧ୍ୟମରେ ଅନ୍ତରୀକ୍ଷରେ ସଫଳତାର ସହ ଅଙ୍କୁରିତ କରିପାରିଛି ?
କ. ଗହମ
ଖ. ଲୋବିଆ
ଗ. ଧାନ
ଘ. ମାଣ୍ଡିଆ
ଉତ୍ତର:- ଲୋବିଆ
୯. ସାଇବର ସୁରକ୍ଷାକୁ ନେଇ ଭାରତ କେଉଁ ଦେଶ ସହ MoU ସାକ୍ଷର କରିଛି ?
କ. ଆମେରିକା
ଖ. ରୁଷିଆ
ଗ. ଜାପାନ
ଘ. ସିଙ୍ଗାପୋର
ଉତ୍ତର:- ଆମେରିକା
୧୦. କେଉଁ ଅଟୋମୋବାଇଲ କମ୍ପାନୀ ଭାରତରେ ପ୍ରଥମ ବୈଦୁତିକ ଯାନ ଉନ୍ମୋଚନ କରିଛି ?
କ. ଟେସ୍ଲା
ଖ. ହୁଣ୍ଡାଇ
ଗ. ଟାଟା
ଘ. ବିଏମଡବ୍ଲୁ
ଉତ୍ତର:- ବିଏମଡବ୍ଲୁ
୧୧. କେଉଁ ଦେଶ ଭାରତ ସହ ୬୦ ବର୍ଷର ବନ୍ଧୁତା ପାଳନ କରିଛି ?
କ. ଆମେରିକା
ଖ. ୠଷ୍ସିଆ
ଗ. ଇଣ୍ଡୋନେସିଆ
ଘ. ସିଙ୍ଗାପୋର
ଉତ୍ତର:- ସିଙ୍ଗାପୋର
୧୨. ପାକିସ୍ତାନର ପ୍ରଥମ ଇଲେକ୍ଟ୍ରୋ-ଅପ୍ଟିକାଲ ସାଟେଲାଇଟ କେଉଁ ଦେଶ ଜାନୁଆରୀ ୧୭,୨୦୨୫ ରେ ଲଞ୍ଚ କରିଛି?
କ. ଚୀନ
ଖ. ଜାପାନ
ଗ. ଆମେରିକା
ଘ. ୠଷ୍ସିଆ
ଉତ୍ତର:- ଚୀନ