
୧. ଅଲ-କାଦିର ଟ୍ରଷ୍ଟ କାର୍ପସନ ଘଟଣା ରେ ଇମ୍ରାନ ଖାଁ ଙ୍କୁ କେତେ ବର୍ଷ ଜେଲ ଦଣ୍ଡ ଦିଆଯାଇଛି ?
କ. 15 ବର୍ଷ
ଖ. 12 ବର୍ଷ
ଗ. 7 ବର୍ଷ
ଘ. 14 ବର୍ଷ
ଉତ୍ତର :- 14 ବର୍ଷ
୨. ୨୫୦୦ ବର୍ଷର ଇତିହାସକୁ ପ୍ରଦର୍ଶିତ କରିବା ପାଇଁ ଆର୍କିଓଲୋଜିକାଲ ଏକ୍ସପେରିମେଣ୍ଟାଲ ମିଉଜିୟମ କେଉଁଠି ଉଦ୍ଘାଟିତ କରାଯାଇଛି ?
କ. ବଦନଗର
ଖ. ଲୋଥଲ
ଗ. ଧୋଲବୀର
ଘ. ପାଟଣା
ଉତ୍ତର:- ବଦନଗର
୩ . ବ୍ରହ୍ମୋସ ମିସାଇଲ ପାଇଁ ନିକଟରେ ଭାରତ ସହ କେଉଁ ଦେଶ $୪୫୦ ମିଲିଅନ ର କାରବାର କରିଛି ?
କ. ଫିଲିପାଇନ୍ସ
ଖ. ଇଣ୍ଡୋନେସିଆ
ଗ. ସିଙ୍ଗାପୋର
ଘ. ଚୀନ
ଉତ୍ତର:- ଇଣ୍ଡୋନେସିଆ
୪. ଭାରତୀୟ ଡ଼କିଙ୍ଗ ସିଷ୍ଟମକୁ ବିକାଶ କରିବା ପରେ ଇସ୍ରୋ ଡ଼କିଙ୍ଗ ସାଟେଲାଇଟ ବ୍ୟବହାର କ୍ଷେତ୍ରରେ ଇସ୍ରୋ କେତେ ନମ୍ବର ସ୍ଥାନ ହାସଲ କରିଛି ?
କ. ପ୍ରଥମ
ଖ. ଦ୍ୱିତୀୟ
ଗ. ତୃତୀୟ
ଘ. ଚତୁର୍ଥ
ଉତ୍ତର:- ଚତୁର୍ଥ
୫. ଟେଂନିସ ଇତିହାସ ରେ କିଏ ସର୍ବାଧିକ ଗ୍ରାଣ୍ଡ ସ୍ଲାମ ଖେଳି ରେକର୍ଡ କରିଛନ୍ତି ?
କ. ରୋଜଏର ଫେଡେରେର
ଖ. ରାଫେଲ ନାଡ଼ଲ
ଗ. ନୋଭାକ ଜୋକଭିକ
ଘ. ଆଣ୍ଡି ମୁରେ
ଉତ୍ତର:- ନୋଭାକ ଜୋକଭିକ
୬. ପଂଜାବ ନାସନାଲ ବ୍ୟାଙ୍କର ମ୍ୟାନେଜିଂଗ ଡିରେକଟର ଏବଂ ଚିଫ ଏକଜିକୁଟୀଭି ଅଫିସର ଭାବେ କାହାକୁ ନିଯୁକ୍ତି କରାଯାଇଛି ?
କ. ରାଜେଶ ଶର୍ମା
ଖ. ବିନୋଦ କୁମାର
ଗ. ଅଶୋକ ଚନ୍ଦ୍ର
ଘ. ସୁରେଶ ମେହତା
ଉତ୍ତର:- ଅଶୋକ ଚନ୍ଦ୍ର
୭. ଭାରତ ରଣଭୂମୀ ଦର୍ଶନ ଆପ୍ପକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଉଦ୍ଘାଟିତ କରିବାର ଉଦେଶ୍ୟ କଣ ?
କ. ଯୁଦ୍ଧକ୍ଷେତ୍ର ପର୍ଯ୍ୟଟନ ପ୍ରୋତ୍ସାହନ
ଖ. ସୈନ୍ୟ କ୍ୟାମ୍ପ ପାଇଁ ବୁକିଙ୍ଗ କରିବା
ଗ. ପ୍ରତିରକ୍ଷା ଆଶାୟୀ ମାନଙ୍କ ପାଇଁ ତାଲିମ ପ୍ରଦାନ
ଘ. ଭାରତ ର ସଂସ୍କୃତିର ପ୍ରଦର୍ଶନ କରିବା
ଉତ୍ତର:-ଯୁଦ୍ଧକ୍ଷେତ୍ର ପର୍ଯ୍ୟଟନ ପ୍ରୋତ୍ସାହନ
୮. କିଏ ମିଜୋରାମର ୨୫ ତମ ଗଭର୍ନର ରୂପେ ଶପଥ ନେଇଛନ୍ତି ?
କ. ଲା.ଗଣେଶନ
ଖ. ଭି.କେ .ସିଂ
ଗ. ପି.ଏସ. ଶ୍ରୀଧରନ ପିଲ୍ଲାଇ
ଘ. ଫଗୁ ଚୌହାନ
ଉତ୍ତର:- ଭି.କେ.ସିଂ
୯. କିଏ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗର ସଚିବ ରୂପେ ନିଯୁକ୍ତ ହୋଇଛନ୍ତି ?
କ. ଶ୍ରୀ ଭିନୀତ ଯୋଶୀ
ଖ. ଶ୍ରୀ ରାଜେଶ ଖାନ୍ନା
ଗ. ଶ୍ରୀ ଅନିଲ ଶର୍ମା
ଘ. ଶ୍ରୀ ରମେଶ ପ୍ରସାଦ
ଉତ୍ତର:- ଶ୍ରୀ ଭିନୀତ ଯୋଶୀ
Also Read :Current Affairs
୧୦ . ବିଶ୍ୱ ବ୍ୟାଙ୍କ ଅନୁସାରେ ଆସନ୍ତା ଦୁଇ ଆର୍ଥିକ ବର୍ଷ (୨୦୨୫-୨୦୨୭) ପାଇଁ ଭାରତର ଅର୍ଥନୀତି ହାର କେତେ ରହିବ ?
କ. ୬.୫%
ଖ. ୫.୮%
ଗ. ୭.୨%
ଘ. ୬.୭%
ଉତ୍ତର:- ୬.୭%
୧୧. ଇସ୍ରୋ ର ତୃତୀୟ ଲଞ୍ଚ ପ୍ୟାଡ଼ କେଉଁଠାରେ ପ୍ରତିଷ୍ଠା କରାଯାଇଛି ?
କ. ଶ୍ରୀହରିକୋଟା
ଖ. ବେଙ୍ଗାଲୁରୁ
ଗ. ଚେନ୍ନାଇ
ଘ. କୁଳସେକରପଟ୍ଟିନାମ
ଉତ୍ତର:- ଶ୍ରୀହରିକୋଟା
୧୨. ୨୦୨୫ ର ଭାରତୀୟ ସୈନ୍ୟ ଦିବସ କେଉଁଠାରେ ପାଳନ କରାଯାଇଛି ?
କ. କୋଲକାତା
ଖ. ପୁନେ
ଗ. ଶିଲଂ
ଘ. ବେଙ୍ଗଲୁର
ଉତ୍ତର:- ପୁନେ
୧୩. ୨୦୨୫ ବିଶ୍ୱ ସ୍ମାରକୀ ଦର୍ଶନ ତାଲିକାରେ ଭାରତର କେଉଁ ଦୁଇଟି ସ୍ଥାନ ଅନ୍ତର୍ଭୁକ୍ତ ?
କ. ମୂଶୀ ନଦୀ ଐତିହାସିକ ଅଟ୍ଟାଳିକା ଏବଂ ଭୁଜ ଐତିହାସିକ ଜଳ ପ୍ରଣାଳୀ
ଖ. ଗେଟଓୟ ଅଫ ଇଣ୍ଡିଆ ଏବଂ ମୟସରେ ପାଲେସ
ଗ. ଲାଲ କିଲ୍ଲା ଏବଂ ଜୟପୁର ସହର
ଘ. ପଦ୍ମ ମନ୍ଦିର ଏବଂ ଗେଟଓୟ ଅଫ ଇଣ୍ଡିଆ
ଉତ୍ତର:- ମୂଶୀ ନଦୀ ଐତିହାସିକ ଅଟ୍ଟାଳିକା ଏବଂ ଭୁଜ ଐତିହାସିକ ଜଳ ପ୍ରଣାଳୀ
୧୪. ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ କୁ ପ୍ରଧାନ ମନ୍ତ୍ରୀ ମୋଦି ଙ୍କ ଦ୍ୱାରା କେଉଁଠି ଉଦ୍ଘାଟିତ କରାଯାଇଛି ?
କ. ମୁମ୍ବାଇ
ଖ. ବେଙ୍ଗଲୁର
ଗ. ନୂଆ ଦିଲ୍ଲୀ
ଘ. ହାଇଦ୍ରାବାଦ ଉତ୍ତର:- ନୂଆ ଦିଲ୍ଲୀ