
୧. ପ୍ରତ୍ୟେକ ବର୍ଷ କେଉଁ ଦିନକୁ ଜାତୀୟ ସୈନ୍ୟ ଦିବସ ରୂପେ ପାଳନ କରାଯାଏ ?
କ. ଜାନୁଆରୀ 15
ଖ. ଜାନୁଆରୀ 14
ଗ. ଜାନୁଆରୀ 12
ଘ. ଜାନୁଆରୀ 11
ଉତ୍ତର :- ଜାନୁଆରୀ 15
2. କେରଳ ର କେଉଁ ଦୁଇଟି ଉପକୂଳକୁ blue flag ର ମାନ୍ୟତା ପ୍ରଦାନ କରାଯାଇଛି ?
କ. କପାଡ଼ ଏବଂ ଚାଲ
ଖ. ବରକାଳ ଏବଂ କବାଲାମ
ଗ. ଅଲ୍ଲାପୂଜା ଏବଂ ବେକାଲ
ଘ. ଚେରା ଏବଂ ମରାଇ
ଉତ୍ତର :- କପାଡ଼ ଏବଂ ଚାଲ
3. ଡିସେମ୍ବର 2024 ପାଇଁ କାହାକୁ ICC MEN ର PLAYER OF THE MONTH ଭାବେ ଚୟନ କରାଯାଇଛି ?
କ. ବିରାଟ କୋହଲି
ଖ. ଯଶପ୍ରୀତ ବୁମରା
ଗ. କେ. ଏଲ. ରାହୁଲ
ଘ. ରୋହିତ ଶର୍ମା
ଉତ୍ତର:- ଯଶପ୍ରୀତ ବୁମରା
4. କେଉଁଠି ଗଙ୍ଗାସାଗର ମେଳା ଅନୁଷ୍ଠିତ କରାଯାଏ ?
କ. ନାଗାଲାଣ୍ଡ
ଖ. ଆସାମ
ଗ. ଉତ୍ତର ପ୍ରଦେଶ
ଘ. ପଶ୍ଚିମ ବଙ୍ଗ
ଉତ୍ତର :- ପଶ୍ଚିମ ବଙ୍ଗ
5. କେଉଁଠି ଖୋ ଖୋ ବିଶ୍ୱ କପ 2025 ଅନୁଷ୍ଠିତ କରାଯାଇଛି ?
କ. ନୂଆ ଦିଲ୍ଲୀ
ଖ. ମୁମ୍ବାଇ
ଗ. ଚେନ୍ନାଇ
ଘ. ହାଇଦ୍ରାବାଦ
ଉତ୍ତର :- ନୂଆ ଦିଲ୍ଲୀ
6. ଜାନୁଆରୀ 2025 ରେ କିଏ CROATIA ର ରାଷ୍ଟ୍ରପତି ହୋଇଛନ୍ତି ?
କ. ଜୋରାନ ମିଲାନଭିକ
ଖ. ପ୍ରାବୋ ସୁଵିଆନ୍ତ
ଗ. ଆଣ୍ଡ୍ରଏଜ ପ୍ଳେଙ୍କୋଭିକ
ଘ. ଡୋନାଲଡ ଟ୍ରୁମ୍ପ
ଉତ୍ତର:- ଜୋରାନ ମିଲନାଭିକ
7. କେଉଁ ଦେଶ ସହ ଭାରତ ଅପରାଧ ଶୁନ୍ୟ ବର୍ଡ଼ର ପାଇଁ ଆଲୋଚନା କରିଛି ?
କ. ନେପାଳ
ଖ. ଭୁଟାନ
ଗ. ବଙ୍ଗଳାଦେଶ
ଘ. ମିଆଁମାର
ଉତ୍ତର:- ବଙ୍ଗଳାଦେଶ
8. ଭାରତ କ୍ଳାଇମେଟେ ଫୋରମ ରେ ପିୟୁଷ ଗୟାଲ କେଉଁ ପୋର୍ଟାଲ ଆରମ୍ଭ କରିଛନ୍ତି ?
କ. ଭାରତ କ୍ଲିନଟେକ ମାନୁଫାକଚରିଂ ପ୍ଲାଟଫର୍ମ
ଖ. ଭାରତ ପ୍ରାକୃତିକ ଜଳବାୟୁ ବଚାଓ ପୋର୍ଟାଲ
ଗ. ପ୍ରକୃତି ସାରଣକ୍ଷଣ ପୋର୍ଟାଲ
ଘ. ଭାରତ ଗ୍ରୀନ ରିଭୋଲୁସନ
ଉତ୍ତର :- ଭାରତ କ୍ଲିନଟେକ ମାନୁଫାକଚରିଂ ପୋର୍ଟାଲ
୯. ନେପଚୁନ ମିସାଇଲ କେଉଁ ଦେଶ ଉନ୍ନୟନ କରିଛି ?
କ. ଚୀନ
ଖ. ୟୁକ୍ରେନ
ଗ. ଇସ୍ରାଏଲ
ଘ. ଇରାନ
ଉତ୍ତର :- ୟୁକ୍ରେନ
10. ଅଭନୀୟପୁରମ ଜଲ୍ଲିକଟ୍ଟୁ କେଉଁ ପର୍ବ ସହ ଜଡିତ ?
କ. ପୋଙ୍ଗଲ
ଖ. ଦୀପାବଳି
ଗ. ଓନମ
ଘ. ନବରାତ୍ରି
ଉତ୍ତର:- ପୋଙ୍ଗଲ
୧୧. ଓଡିଶା ର ପାରାଦୀପ ପୋର୍ଟ ର ଜାହାଜ ପୁନଃ ବ୍ୟବହାର କେନ୍ଦ୍ର ପାଇଁ କେତେ ଖର୍ଚ୍ଚ ଆକଳନ କରାଯାଇଛି ?
କ. ୫୦୦୦ କୋଟି
ଖ. ୩୦୦୦ କୋଟି
ଗ. ୪୦୦୦ କୋଟି
ଘ. ୬୦୦୦ କୋଟି
ଉତ୍ତର :- ୪୦୦୦ କୋଟି
୧୨. କେଉଁଠି ୭୧ ତମ ବରିଷ୍ଠ ଜାତୀୟ କବାଡି ଚାମ୍ପିଅନସିପି ଅନୁଷ୍ଠିତ କରାଯାଇଛି ?
କ. ମହାରାଷ୍ଟ୍ର
ଖ. ବିହାର
ଗ. ଗୋଆ
ଘ. ଓଡିଶା
ଉତ୍ତର:- ଓଡିଶା
୧୩. ପାୟଲ ନାଗ କେଉଁ ଖେଳ ରେ ଦୁଇଟି ସ୍ଵର୍ଣ ପଦକ ଜିତିଛନ୍ତି ?
କ. ଷଷ୍ଠ ପାରା ଆରଚେରୀ ନାସନାଲ ଚାମ୍ପିଅନସିପି
ଖ. ଈଂଟର୍ନସନାଲ ପାରା ଆରଚେରୀ ଟୁର୍ନାମେଣ୍ଟ
ଗ. ନାସନାଲ ଆରଚେରୀ ଚାମ୍ପିଅନସିପି
ଘ. ୫ମ ନାସନାଲ ଆରଚେରୀ ଚାମ୍ପିଅନସିପି
ଉତ୍ତର:- ଷଷ୍ଠ ପାରା ଆରଚେରୀ ନାସନାଲ ଚାମ୍ପିଅନସିପି